ETV Bharat / sitara

ଶୁକ୍ରବାର ଠୁ ଆରମ୍ଭ ହେବ ‘କସୌଟି ଜିନ୍ଦେଙ୍ଗୀ କି 2’ର ସୁଟିଂ - ‘କସୌଟି ଜିନ୍ଦେଙ୍ଗୀ କି 2’ର ଆରମ୍ଭ ହେବ ସୁଟିଂ

ଦର୍ଶକଙ୍କ ପାଇଁ ସାମ୍ନାକୁ ଆସିଲା ଖୁସି ଖବର। କିଛି ଦିନରୁ ବନ୍ଦ ଥିବା ପପୁଲାର ଧାରାବାହିକ ‘କସୌଟି ଜିନ୍ଦେଙ୍ଗୀ କି 2’ର ଆରମ୍ଭ ହେବ ସୁଟିଂ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାର୍ଥ ସମଥାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାର୍ଥ ସମଥାନ
author img

By

Published : Jul 17, 2020, 4:45 PM IST

ମୁମ୍ବାଇ: ଫେମସ ନିର୍ମାତା ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଙ୍ଗୀ କି 2’ର ମୁଖ୍ୟ ଅଭିନେତା ପାର୍ଥ ସମଥାନ ଓ ବାଲାଜି ଟେଲିଫିଲ୍ମସର କ୍ରିଏଟିଭ ହେଡ ତନୁଶ୍ରୀ ଦାସଗୁପ୍ତା କୋରୋନା ପଜିଟିଭି ବାହାରିଥିଲେ । ଯାହା ପରେ ଧାରାବାହିକର ସୁଟିଂ ବନ୍ଦ କରିଦିଆଯାଇଥିଲା । ଆଉ ସେଟରେ ଥିବା ଅନ୍ୟ କଳାକାରଙ୍କର ମଧ୍ୟ କୋରୋନା ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ବାହାରିଛି । ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି।

ଶୁଣିବାକୁ ମିଳୁଛି ‘କସୌଟି ଜିନ୍ଦେଙ୍ଗୀ କି 2’ର ସୁଟିଂ ପୁନଃ ଆରମ୍ଭ କରାଯିବ। କାରଣ ଟେଲିକାଷ୍ଟ କରିବା ପାଇଁ ମେକର୍ସଙ୍କୁ ନୂଆ ଏପିସୋଡର ଆବଶ୍ୟକ ଅଛି । ସେହିପରି ଅଭିନେତା କରନ ପଟେଲ ଓ ପୂଜା ବାନାର୍ଜୀ ଶୁକ୍ରବାର ଠୁ କାମ ଆରମ୍ଭ କରିବେ। ହେଲେ ପାର୍ଥ ବର୍ତ୍ତମାନ ସୁଟିଂ କରିବେ ନାହିଁ । ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେଲା ପରେ ସେଟକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।

ପ୍ରକାଶ ଥାଉକି କୋରୋନା ପଜିଟିଭ ହେବା ଖବର ପାର୍ଥ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.