ETV Bharat / sitara

ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ମୁଡରେ ସୁଶାନ୍ତଙ୍କ ଏକ୍ସ - ଭାଇରାଲ ହେଲା ଅଙ୍କିତା ଲୋଖଣ୍ଡେଙ୍କ ନୂଆ ଫଟୋ

ଭାଇରାଲ ହେଲା ଅଙ୍କିତା ଓ ବିକ୍କୀଙ୍କ ନୂଆ ଭିଡିଓ । ରୋମାଣ୍ଟିକ ଅନ୍ଦାଜରେ ଆସିଲେ ନଜର । ସୁଶାନ୍ତଙ୍କ ବ୍ରେକଅପ୍ ପରେ ବିକ୍କୀଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ଅଙ୍କିତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
author img

By

Published : Oct 24, 2020, 8:51 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ପାଇଁ ସୋସିଆଲ ମିଡିଆରେ ନ୍ୟାୟ ଦାବି କରୁଥିବାର ନଜର ଆସୁଥିଲେ । ତାଙ୍କ ମୃତ୍ୟୁ ପରଠୁ ସେ ପ୍ରାୟତଃ ତାଙ୍କ ସହ ସମ୍ପୃକ୍ତ ଥିବା ପୁରୁଣା ଜିନିଷ ସେୟାର କରି ଭାବୁକ ହୋଇପଡୁଥିଲେ । ହେଲେ ଏବେ ସେ କଥିତ ବୟଫ୍ରେଣ୍ଡ ବିକ୍କୀ ଜୈନଙ୍କ ସହ ମସ୍ତିଭରା ମୁଡରେ ଅଛନ୍ତି । ଯାହାକୁ ନେଇ ଚର୍ଚ୍ଚା ।

କଥାଟି ହେଲା ଯେ ଅଙ୍କିତା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାର ବ୍ୟାକଗ୍ରାଉଣ୍ଡରେ ‘ଦିଲ୍ ଇବାଦତ’ ଗୀତ ବାଜୁଥିବାର ଶୁଣିବାକୁ ମିଳୁଛି । ସେହିପରି ଦୁଇଜଣଙ୍କ ଜବରଦସ୍ତ କେମେଷ୍ଟ୍ରି ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ସୁଶାନ୍ତଙ୍କ ସହ ବ୍ରେକଅପ୍ ହେବା ପରେ ଅଙ୍କିତା ଏକ ସକ୍ଷାତକାରରେ କହିଥିଲେ, ‘ମୁଁ ଓ ସୁଶାନ୍ତ ନିଜ ନିଜ ଲାଇଫରେ ମୁଭ ଅନ୍ କରିସାରିଛୁ । ବର୍ତ୍ତମାନ ମୁଁ ବିକ୍କୀଙ୍କୁ ଡେଟ୍ କରୁଛି ଆଉ ତାଙ୍କ ସହ ବହୁତ ଖୁସିରେ ଅଛି।’

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.