ETV Bharat / sitara

ଫ୍ୟାନ୍ସଙ୍କ ଉପହାର ପାଇ ଭାବୁକ ସିଦ୍ଧାର୍ଥ

author img

By

Published : Mar 20, 2020, 8:09 PM IST

ଫ୍ୟାନ୍ସଙ୍କ ପ୍ରେମ ଦେଖି ଇମୋଶନାଲ ହେଲେ ଛୋଟ ପରଦାର ଫେମସ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ସୋସିଆଲ ମିଡିଆରେ ଭାଇରାଲ ହେଲା ନୂଆ ଫଟୋ...

siddharth shukla
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାର୍ଥ ଶୁକ୍ଲା

ମୁମ୍ବାଇ: ମୋଷ୍ଟ କଣ୍ଟ୍ରୋଭର୍ସିୟାଲ ରିୟାଲିଟି ଶୋ ବିଗ ବସ 13ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଶୋ ଶେଷ ହେବାପରେ ମଧ୍ୟ ଚର୍ଚ୍ଚାରେ। ଯେବେ ସେ ବିଗ ବସ ହାଉସରେ ଥିଲେ ସମସ୍ତଙ୍କୁ ଅନ୍ଦାଜ ହୋଇସାରିଥିଲା ଯେ ତାଙ୍କୁ ଫ୍ୟାନ୍ସ କେତେ ପ୍ରେମ କରୁଛନ୍ତି। ଏବେ ମଧ୍ୟ ଫ୍ୟାନ୍ସଙ୍କ ପ୍ରେମ ସିଦ୍ଧାର୍ଥଙ୍କ ପାଇଁ ଥମିବାର ନାଁ ନେଉନାହିଁ। ଯାହା ତାଙ୍କ ସୋସିଆଲ ମିଡିଆର ନୂଆ ପୋଷ୍ଟରୁ ଜଣାପଡୁଛି। ତାଙ୍କ ନୂଆ ଫଟୋ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ସିଦ୍ଧାର୍ଥ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବେଡ ଉପରେ ଅନେକ ଉପହାର ରଖାଯାଇଥିବାର ନଜର ଆସୁଛି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଆପଣଙ୍କ ପ୍ରେମ ପାଇଁ ଧନ୍ୟବାଦ। ଯଦି ବାସ୍ତବରେ କହିବି ତେବେ ଆପଣଙ୍କ ଶୁଭକାମନା ଏହି ସବୁ ଜିନିଷଠୁ ବଡ ଉପହାର।’

ପ୍ରକାଶ ଥାଉକି ସେ ଖୁବଶୀଘ୍ର ସେ ବିଗ ବସ 13 ପ୍ରତିଯୋଗୀ ସେହନାଜ ଗୀଲଙ୍କ ସହ ଏକ ମ୍ୟୁଜିକାଲ ଭିଡିଓ ‘ଭୁଲା ଦୁଙ୍ଗା’ରେ ନଜର ଆସିବେ। ନିକଟରେ ଏହି ଭିଡିଓର ପୋଷ୍ଟର ଜାରି କରାଯାଇଥିଲା। ଏହି ରୋମାଣ୍ଟିକ ଗୀତଟିକୁ ଗାଇଛନ୍ତି ଫେମସ ଗାୟକ ଦର୍ଶନ ରାୱଲ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.