ETV Bharat / sitara

ଟିଆରପି ନମ୍ବର-1ରେ ସୁପରଡ୍ୟାନ୍ସର - no-1

ଟିଆରପି ଲିଷ୍ଟରେ ଏବେ ଆଗରେ ସୁପର ଡ୍ୟାନ୍ସର ଚ୍ୟାପ୍ଟର-3 । ‘ତାରକ ମେହେତା କା ଉଲଟା ଚଷମା’, ‘କପିଲ ଶର୍ମା ଶୋ’କୁ ପଛରେ ପକାଇଛି ରିଆଲିଟି ଶୋ'ର ଗ୍ରାଣ୍ଡ ଫିନାଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 4, 2019, 11:09 PM IST

ହାଇଦ୍ରାବାଦ: ସବୁ ସପ୍ତାହରେ ଟିଆରପି ରେଟିଂ ଆସିଲେ ସିରିଏଲ ପ୍ରଯୋଜକଙ୍କ ହାର୍ଟବିଟ ବଢିବାକୁ ଲାଗେ । ତେବେ ଏଥରକ ଟିଆରପି ରେଟିଂର ଉପରେ ଅଛି ‘ସୁପର ଡ୍ୟାନ୍ସର ଚ୍ୟାପ୍ଟର-3’ । ଦ୍ବିତୀୟ ସ୍ଥାନରେ କୁମକୁମ ଭାଗ୍ୟ ଥିବାବେଳେ ‘ତାରକ ମେହତାଙ୍କ ଉଲଟା ଚଷମା’ ପଞ୍ଚମ ସ୍ଥାନରେ ଅଛି ।

ତେବେ ‘କପିଲ ଶର୍ମା ଶୋ’ ଏଥର ଟପ-10 ଭିତରେ ସ୍ଥାନ ପାଇପାରିନାହିଁ । ଏହାସହ ‘ୟେ ରିସ୍ତା କ୍ୟା କେହଲାତା’ତୃତୀୟ ସ୍ଥାନରେ ଅଛି । ଏକଦା ଟିଆରପି ଲିଷ୍ଟରେ ସବୁବେଳେ ଆଗରେ ରହୁଥିବା ‘ତାରକ ମେହତା କା ଉଲଟା ଚଷମା’ର ରେଟିଂ କମିବାର ଗୋଟେ କାରଣ ହେଲା ଶୋ'ରେ ଦୟାବେନଙ୍କ ଅନୁପସ୍ଥିତି ।

Super dancer
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହାସହ ‘ସୁପର ଡ୍ୟାନ୍ସର ଚ୍ୟାପ୍ଟର-3’ର ଗ୍ରାଣ୍ଡ ଫିନାଲେ ଲୋକଙ୍କୁ ବେଶ ପସନ୍ଦ ଆସିଛି । ଶୋ'ର ବିଜେତା ଭାବରେ ରୁପସାଙ୍କୁ ସବୁଠୁ ଅଧିକ ଭୋଟ ମିଳିଥିଲା । ଅନ୍ୟପକ୍ଷେ ସମସ୍ତଙ୍କ ପସନ୍ଦର ‘କୁଲଫି କୁମାର ବାଜେବାଲା’ ଏଥର ଅଷ୍ଟମ ସ୍ଥାନରେ ଅଛି ।

Intro:Body:

saf

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.