ETV Bharat / sitara

ଆମେଥି ବିଜୟ ପରେ ମାନସିକ ପୂରଣ କଲେ ସ୍ମୃତି - sidhi binayak

ମାନସିକ ପୂରଣ ପାଇଁ 14କିମି ଚାଲିଛନ୍ତି ସ୍ମୃତି ଇରାନୀ । ଆମେଥି ବିଜୟ ପରେ ଏକତା କପୁରଙ୍କ ସହ ଖାଲି ପାଦରେ ଚାଲି ମାନସିକ ପୂରଣ କରିଛନ୍ତି ସ୍ମୃତି ।

ଫଟୋ ସୌଜନ୍ୟ: ଟ୍ବିଟର/Ekta Kapoor
author img

By

Published : May 30, 2019, 9:33 AM IST

ହାଇଦ୍ରାବାଦ: ଆମେଥିରେ ମହାବିଜୟ ପରେ ବିଜେପି ନେତ୍ରୀ ସ୍ମୃତି ଇରାନୀ ନିଜ ମାନସିକ ପୂରଣ କରିଛନ୍ତି । ପ୍ରାୟ 14କିଲୋମିଟର ଖାଲି ପାଦରେ ଚାଲିଚାଲି ସିଦ୍ଧିବିନାୟକ ମନ୍ଦିର ପହଞ୍ଚିଥିଲେ ସ୍ମୃତି ଓ ସାଥିରେ ଥିଲେ ନିର୍ଦ୍ଦେଶକ ଏକତା କପୁର ।

smriti irani
ଫଟୋ ସୌଜନ୍ୟ: ଟ୍ବିଟର/Ekta Kapoor

ତେବେ ଏନେଇ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ସ୍ମୃତି ଖାଲି ପାଦରେ ଚାଲିକି ଯାଉଥିବା ସୂଚନା ଦେଇଥିଲେ ଏକତା । ସ୍ମୃତିଙ୍କ ପାଦକୁ ଜୁମ କରି ଫଟୋ ନେଇଛନ୍ତି ଏକତା ।

ଆମେଥିରେ ସ୍ମୃତିଙ୍କ ବିଜୟ ପରେ ସୋସିଆଲ ମିଡିଆରେ ଏକତା ସ୍ମୃତିଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ମୃତିଙ୍କୁ ରାଜନୀତିର କିଲର ବୋଲି କହିଥିଲେ ଏକତା । ଏହସହ ‘କ୍ୟୁଁକି ଶାଶ୍ ଭି କଭି ବୋହୁ ଥି’ର ଟାଇଟାଲ ଟ୍ରାକ ମଧ୍ୟ ସେୟାର କରିଥିଲେ ।

ତେବେ ଏକତାଙ୍କୁ ଟେଲିଭିଜନ ଜଗତରେ ଶାଶ ଭି କଭି ବୋହୁ ଥି ପରିଚୟ ଦେଇଥିଲା ଓ ଏହାର ନିର୍ଦ୍ଦେଶନା ଦେଇଥିଲେ ଏକତା କପୁର । 2019 ନିର୍ବାଚନରେ କଂଗ୍ରେସର ଗଡ ଆମେଥିକୁ ବିଜେପି ନାଁରେ କରି ପ୍ରାୟ 55,120 ଭୋଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ ।

Intro:Body:

fsds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.