ETV Bharat / sitara

ଶୋ'କୁ ଫେରିଲେ ସିଡ୍: ଖୁସିରେ ବିଭୋର ସେହେନାଜ - ସେହେନାଜ

ଶୋକୁ ପୁଣି ଫେରୁଛନ୍ତି ସିଦ୍ଧାର୍ଥ ଶୁକ୍ଳା । ଦୀର୍ଘ ଦିନର ଅସୁସ୍ଥତା ପରେ ପୁଣି କମବ୍ୟାକ କରୁଛନ୍ତି ସିଡ୍ । ଯାହା ଶୋ'କୁ ପୁଣି ଟ୍ରାକକୁ ଆଣିବ ।

ଶୋ'କୁ ଫେରିଲେ ସିଡ୍: ଖୁସିରେ ବିଭୋର ସେହେନାଜ
ଶୋ'କୁ ଫେରିଲେ ସିଡ୍: ଖୁସିରେ ବିଭୋର ସେହେନାଜ
author img

By

Published : Dec 16, 2019, 3:18 PM IST

ମୁମ୍ବାଇ: ପପୁଲାର ରିଅଲିଟି ଶୋ' ବିଗ୍‌ ବସ୍ 13 । ପ୍ରତିଦିନ ଶୋ'ରେ ଦେଖିବାକୁ ମିଳୁଛି କିଛିନା କିଛି ହଟ୍‌କେ । ଆଉ ଏମତି କିଛି ଖବର ଆଜି ବି ରହିଛି । ଆଉ ଯଦି ଆପଣ ସିଦ୍ଧାର୍ଥଙ୍କ ଫ୍ୟାନ ତେବେ ଖବରଟି ଆପଣଙ୍କୁ ଖୁବ୍ ନିଶ୍ଚୟ ଖୁସି କରିବ ।

ଶୋକୁ ପୁଣି ଫେରୁଛନ୍ତି ସିଦ୍ଧାର୍ଥ ଶୁକ୍ଳା । ଦୀର୍ଘ ଦିନର ଅସୁସ୍ଥତା ପରେ ପୁଣି କମବ୍ୟାକ କରୁଛନ୍ତି ସିଡ୍ । ଯାହା ଶୋ'କୁ ପୁଣି ଟ୍ରାକକୁ ଆଣିବ ।

ଏନେଇ ଏକ ପ୍ରମୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ସିଦ୍ଧାର୍ଥ କନଫେସନ୍ ରୁମ୍‌ଦେଇ ଘରେ ଏଣ୍ଟ୍ରି କରୁଛନ୍ତି । ଏହାପୂର୍ବରୁ ବିଗବସ୍ ସନାଙ୍କୁ କନଫେସ ରୁମକୁ ଡାକଉଛନ୍ତି । ଆଉ ସେଠାରେ ସିଡଙ୍କୁ ଦେଖି ଖୁବ୍ ଖୁସି ହେଉଛନ୍ତି ।

Intro:ଆରମ୍ଭ ହେଲା ପ୍ଲାଷ୍ଟିକ ବଦଳରେ ଆହାର।ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ଆହାର କେନ୍ଦ୍ର ଗୁଡ଼ିକରେ ଏଣିକି ଅଧକିଲୋ ପ୍ଲାଷ୍ଟିକ ବଦଳରେ ମିଳିବ ଗୋଟେ ଆହାର ମିଲ।ବିଏମସି ପକ୍ଷରୁ ସ୍ମାର୍ଟସିଟି ରେ ପ୍ଲାଷ୍ଟିକ ବ୍ୟାନ କରିବା ଏବଂ ପରିବେଶ ସୁରକ୍ଷା ରଖିବା ନେଇ ଅଭିନବ ପ୍ରୟାସ ଏହି କ୍ରମରେ ସୋମବାର ବିଏମସି ପକ୍ଷରୁ ମିୟୁଜିଅମ ସାମ୍ନାରେ ଥିବା ଆହାର କେନ୍ଦ୍ରରେ ଅଧକିଲୋ ପ୍ଲାଷ୍ଟିକ ବଦଳରେ ଗୋଟିଏ ଆହାର ମିଲ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।

Body:ଅଧକିଲୋ ପ୍ଲାଷ୍ଟିକ ବଦଳରେ ମିଳିବ ଗୋଟିଏ ଆହାର ମିଲ। ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ସମସ୍ତ ୧୧ ଗୋଟି ଆହାର କେନ୍ଦ୍ରରେ ଏଣିକି ଅଧକିଲୋ ପ୍ଲାଷ୍ଟିକ ଦେଲେ ,ପେଟପୁରା ଖାଇବାକୁ ମିଳିବ ଗୋଟିଏ ଆହାର ମିଲ।ସୋମବାର ବିଏମସି ସଂଲଗ୍ନ ରେ ଥିବା ଆହାର କେନ୍ଦ୍ରରେ ଜଣେ ସାଧାରଣ ଲୋକଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚଉଧାରୀ।ଭୁବନେଶ୍ୱରରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ କଟକଣା,ପ୍ଲାଷ୍ଟିକ ବର୍ଯ୍ୟର ପରିଚାଳନାକୁ ସୁଚାରୁ ରୁପେ କରିବା ପାଇଁ ବିଏମସି ପକ୍ଷରୁ ଏଭଳି ଉଦ୍ୟମ କରାଯାଇଛି।

ଭୁବନେଶ୍ୱର କୁ ପ୍ଲାଷ୍ଟିକ ମୁକ୍ତ ଓ ସରସ ସୁନ୍ଦର କରିବା ପାଇଁ ଆଉ ଦୁଇ ପାଦେ ଆଗେଇଲେ ବିଏମସି କତ୍ତୃପକ୍ଷ। ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ମୁକ୍ତ ସହର ଏକାନ୍ତ ଆବଶ୍ୟକ।ତେଣୁ ବିଏମସି ଭୁବନେଶ୍ୱରର ସମସ୍ତ ଆହାର କେନ୍ଦ୍ରରେ ଅଧକିଲୋ ପ୍ଲାଷ୍ଟିକ ମୂଲ୍ୟରେ ଗୋଟିଏ ଆହାର ମିଲ ମିଳିବ।ସହରରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାକୁ ବିଏମସି ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି।ତେବେ ବିଏମସି , ୟୁଏନଡିପି ଏବଂ କୋକା କୋଲା ମିଲତ ଉଦ୍ୟମରେ ଏଭଳି ନୂତନ ପ୍ରୟାସ କରାଯାଇଛି ଯାହାକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି।

ଭୁବନେଶ୍ୱର ରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗେଇବା ,ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଏବଂ ଗରିବ ହିତାଧିକାରୀଙ୍କୁ ସୁବିଧାରେ ଖାଦ୍ୟ ମିଳିବା ନେଇ ବିଏମସି ,ୟୁଏନଡିପି ଏବଂ କୋକା କୋଲା ପକ୍ଷରୁ ମିଳିତ ଭାବେ ଆଜିଠାରୁ ଅଧକିଲୋ ପ୍ଲାଷ୍ଟିକ ବଦଳରେ ଗୋଟିଏ ଆହାର ମିଲ ମିଳିବାର ବ୍ୟବସ୍ଥା କରାଯାଇଛି।ଏଭଳି ପ୍ରୟାସ ଦ୍ୱାରା ସମସ୍ତଙ୍କ ପାଖରେ ପ୍ଲାଷ୍ଟିକ ସଚେତନତାର ବାର୍ତ୍ତା ପହଞ୍ଚିବ।ଏହାଦ୍ୱାରା ସଂଗୃହିତ ପ୍ଲାଷ୍ଟିକ ବର୍ଜ୍ୟକୁ ପ୍ଲାଣ୍ଟ ରେ ପ୍ରୋସେସିଂ ମାଧ୍ୟମରେ ସରଳିକରଣ କରାଯିବ ବୋଲି ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚଉଧାରୀ କହିଛନ୍ତି।

ୟୁଏନଡିପି ବିଏମସି ସହିତ ଭାଗିଦାରୀ ହୋଇ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଆଗକୁ ବଢୁଛି।ସାଧାରଣ ଲୋକଙ୍କୁ ପ୍ଲାଷ୍ଟିକବର୍ଯ୍ୟର ମୁଲ୍ୟ ଅଛି ବୋଲି ଏଭଳି କରାଯାଇଛି।ଏଭଳି ପଦକ୍ଷପ ଲୋକଙ୍କୁ ସଚେତନ କରିବାରେ ସହାୟକ ହେବ। ଯାହା ପ୍ଲାଷ୍ଟିକ ଆହାର କେନ୍ଦ୍ରରୁ ମିଳିବ ,ତାକୁ ଭୁବନେଶ୍ୱର ଟିଟିଏସ ପାଖରେ ଥିବା ପ୍ଲାଣ୍ଟ ରେ ସରଳିକରଣ କରାଯିବ।ଦୈନିକ ପ୍ରତ୍ୟକ ଆହାର କେନ୍ଦ୍ରରୁ ପ୍ରାୟ ୨୦ କିଲୋ ପ୍ଲାଷ୍ଟିକ ସଂଗ୍ରହ କରାଯିବ।ପ୍ଲାଣ୍ଟ ରେ ରିସାଇକଲିଂ କରାଯିବ।ମାସକୁ ୬୦ ଟନ ପ୍ଲାଷ୍ଟିକ ରିସାଇକ୍ଲିଙ୍ଗ କରାଯିବାର ବ୍ୟବସ୍ଥା ରହିଛି ବୋଲି ୟୁଏନଡିପି ର ଭୁବନେଶ୍ୱର ପରିଚାଳନା ସଂଯୋଜକ ତରାନା କହିଛନ୍ତି।

ସାଧାରଣ ଲୋକଙ୍କ ମତରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷପ।ଏଥିପାଇଁ ବହୁତ ଖୁସି ଲାଗୁଛି।ନଷ୍ଟ ପ୍ଲାଷ୍ଟିକ ଦେଲେ ଗୋଟିଏ ଆହାର ମିଲ ମିଳିବ ଏହା ଗରିବ ଲୋକଙ୍କ ପାଇଁ ଖୁସି ଖବର।ଏବେ ଖାଇବା ପାଇଁ ଆହୁରି ସୁବିଧା ହେବ।

ତେବେ ଏଭଳି ଅଭିନବ ପ୍ରୟାସ କେତେଦୂର ପ୍ଲାଷ୍ଟିକବ୍ୟବହାର ଉପରେ ନିୟନ୍ତ୍ରଣ ଆଣିପାରୁଛି ତାହା ସମୟ କହିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.