ETV Bharat / sitara

ରୁବିନା ଦିଲୈକଙ୍କୁ କୋରୋନା

author img

By

Published : May 1, 2021, 7:18 PM IST

ପୁଣି ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ରିପୋର୍ଟ ପଜିଟିଭ । ଏଥର ବିଗବସ୍ 14 ର ବିଜେତା ରୁବିନା ଦିଲୈକଙ୍କୁ ହୋଇଛି କୋରୋନା । ଅଧିକ ପଢନ୍ତୁ...

rubina-dilaik-tests-positive-for-covid-19-says-will-donate-plasma-after-one-month-jasmin-bhasin-aly-goni-wish-her-a-speedy-recovery
ରୁବିନା ଦିଲୈକଙ୍କୁ କୋରୋନା

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏହି କ୍ରମରେ ସାମିଲ ହୋଇଛନ୍ତି ବିଗବସ୍ 14 ର ବିଜେତା ରୁବିନା ଦିଲୈକ । ତାଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଯାହାର ସୂଚନା ସେ ଏବେ ଦେଇଛନ୍ତି । ବର୍ତ୍ତମାନ ସେ 17 ଦିନ ଧରି ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛନ୍ତି ଏବଂ ସେ ଏକ ମାସ ପରେ ପ୍ଲାଜମା ଦାନ କରିବେ ବୋଲି ମଧ୍ୟ କହିଛନ୍ତି । ଏଥିସହ ସେ ତାଙ୍କ ଆଖପାଖର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ 5 ରୁ 7 ଦିନ ମଧ୍ୟରେ ଯିଏ ମୋ ସହିତ ଯୋଗାଯୋଗରେ ଥିଲ ଦୟାକରି ସେମାନେ ମଧ୍ୟ ନିଜର କୋରୋନା ଟେଷ୍ଟ କରିବା ଉଚିତ ।

ସେପଟେ ଫ୍ୟାନ୍ସ ତାଙ୍କ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ରୁବିନା ପାରସ ଛାବ୍ରାଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.