ETV Bharat / sitara

ଆଇସୋଲେସନରେ ଡାନ୍ସର ରାଘବ ଜୁଏଲ - Raghav juyal ask relatives to not visit him

ରାଘବ ଜୁଏଲ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏକ ଭିଡିଓ ସେୟାର କରି ତାଙ୍କ ସମ୍ପର୍କୀୟଙ୍କୁ ଘରକୁ ନ ଆସିବାକୁ କହିଛନ୍ତି । ଆହୁରି ପଢନ୍ତୁ...

Raghav juyal ask relatives to not visit him during self quarantine
ଆଇସୋଲେସନରେ ରାଘବ ଜୁୟାଲ
author img

By

Published : Mar 21, 2020, 7:57 AM IST

ମୁମ୍ବାଇ: କୋରୋନାକୁ ନେଇ ଧୀରେଧୀରେ ସାରା ଦେଶ ସଚେତନ ହେଉଛି । ଏମଧ୍ୟରେ ଅଭିନେତା ତଥା ଡାନ୍ସର ରାଘବ ଜୁଏଲ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ଭିଡିଓ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି ଯେ କୋରୋନା ଜୀବାଣୁ ଏଡ଼ାଇବା ପାଇଁ ମୁଁ ଆଇସୋଲେସନରେ ରହୁଛି । ଦୟାକରି ମୋର ସମ୍ପର୍କୀୟମାନେ ଘରକୁ ଆସନାହିଁ ।

ଭିଡିଓରେ ସେ କହିଛନ୍ତି, 'ଏହା ମୋ ପାଇଁ, ତୁମ ପାଇଁ, ଆମ ପାଇଁ, ଆମ ସମାଜ ପାଇଁ ଆବଶ୍ୟକ, ତେଣୁ ଏହା ଏକ ଖରାପ ଜିନିଷ ନୁହେଁ । ସମସ୍ତେ ବୁଦ୍ଧିମାନ, ତେଣୁ ଘରେ ରୁହନ୍ତୁ ଏବଂ ଡାଲି ଚାଉଳ ଖାଆନ୍ତୁ ।

ରାଘବଙ୍କ ବ୍ୟତୀତ ପ୍ରାୟ ସମସ୍ତ ବଲିଉଡ ସେଲିବ୍ରିଟି ଦୀପିକା ପାଦୁକୋନ, ସଲମାନ ଖାନ, ଉର୍ବଶୀ ରୋତେଲା, ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, କ୍ୟାଟ୍ରିନା କ୍ୟାଫ, ଅମିତାଭ ବଚ୍ଚନ ଆଦି ଏଥିରେ ଅର୍ନ୍ତଭୁକ୍ତ ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ସୁରକ୍ଷା ପାଇଁ 'ଜନତା କର୍ଫ୍ୟୁ' ଘୋଷଣା କରିଛନ୍ତି । ଶିଳ୍ପା ଶେଟ୍ଟୀ, ବରୁଣ ଧୱନ, କାର୍ତ୍ତିକ ଆର୍ୟନଙ୍କ ପରି ସେଲିବ୍ରେଟମାନେ ଏହି ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି ଓ 22 ମାର୍ଚ୍ଚ ସକାଳ 7 ଟାରୁ 9 ଟା ପର୍ଯ୍ୟନ୍ତ 'ଜନତା କର୍ଫ୍ୟୁ' ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.