ETV Bharat / sitara

କମବ୍ୟାକ କଲେ ମନୀଷା କୋଇରାଲା, ଦେଖନ୍ତୁ ମସ୍କା ଟ୍ରେଲର

author img

By

Published : Mar 13, 2020, 7:55 AM IST

ଆଜି ନେଟଫ୍ଲିକ୍ସରେ ରିଲିଜ ହୋଇଛି ମସ୍କା ଚଳଚ୍ଚିତ୍ରର ଟ୍ରେଲର । ଏହି ଚଳଚ୍ଚିତ୍ରରେ ପ୍ରୀତ କାମାନିଙ୍କ ଜୀବନୀ "ରୁମି"ଭାବରେ ଚିତ୍ରିତ ହୋଇଛି । ସେ ଜଣେ ଅଭିନେତା ହେବାକୁ ଇଚ୍ଛା କରୁଥିଲେ। ମନୀଷା କୋଇରାଲା ଏବଂ ଜାଭେଦ ଜାଫ୍ରି ପ୍ରୀତଙ୍କ ମା ଏବଂ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଆହୁରି ପଢନ୍ତୁ...

Manisha Koirala, Javed Jaffrey starrer Maska trailer out
ମନୀଷା କୋଇରାଲା, ଜାଭେଦ ଜାଫ୍ରରେଙ୍କ ଅଭିନୀତ ମସ୍କା ଟ୍ରେଲର ଆଉଟ

ମୁମ୍ବାଇ: ଆଜି ରିଲିଜ ହୋଇଛି ଫିଲ୍ମ ‘ମସ୍କା’ ଟ୍ରେଲର। ଏହି ଚଳଚ୍ଚିତ୍ରରେ ମନୀଷା କୋଇରାଲା, ଜାଭେଦ ଜାଫ୍ରି, ପ୍ରୀତ କାମାନି, ନିକିତା ଦତ୍ତା ଏବଂ ଶିର୍ଲି ସେଟିଆ ପ୍ରମୁଖ ଅଭିନୟ କରିଛନ୍ତି ।

  • " class="align-text-top noRightClick twitterSection" data="">

ଟ୍ରେଲରରେ ରୁମିର ପରିବାର ମୁମ୍ବାଇର ଦ ରୁଷ୍ଟମ ବନ୍ ମସ୍କା ନାମକ ଏକ ପୁରାତନ କାଫେର ମାଲିକ ଥିଲେ । ରୁମିର ମାଁ ଚାହାଁନ୍ତି ଯେ ରୁମି କାଫେର ଦ୍ବାୟିତ୍ବ ବହନ କରନ୍ତୁ ।

21 ବର୍ଷ ବୟସରେ, ରୁମିଙ୍କର ସ୍ବପ୍ନ ଥିଲା ସେ ଜଣେ ଅଭିନେତା । ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସେ ତାଙ୍କ ପରିବାରର କାଫେ ବିକ୍ରି କରିବାକୁ କହିଥିଲେ । ସେ ଏହି ପ୍ରସଙ୍ଗରେ ତାଙ୍କ ମାଙ୍କ ସହିତ ଏକ କଳହ ମଧ୍ୟ କରିଥିଲେ । ଏହାର ବାକି ଟ୍ରେଲରରେ ପ୍ରୀତଙ୍କ ସଂଗ୍ରାମ ଏବଂ ସେ କିପରି ଭାବରେ ତାଙ୍କର ଇଚ୍ଛା ଏବଂ ପରିବାରର ଉପରେ ଧ୍ୟାନ ଦେଇଛନ୍ତି ସେ ବିଷୟରେ ଦେଖେଇଛନ୍ତି ।

ମସ୍କା ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ନୀରଜ ଉଡୱାନୀ। ଏଥିରେ ନିକିତା ଦତ୍ତା ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ମାର୍ଚ୍ଚ 27ରୁ ନେଟଫ୍ଲିକ୍ସରେ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.