ETV Bharat / sitara

କୋରୋନା କବଳରେ ଅମିତଙ୍କ ପରିବାର - kyunki-saas-bhi-kabhi-bahu-thi-actor

'କିୟୁ କି ସାସ୍ ଭି କଭୀ ବୋହୁ ଥି' ଙ୍କ ସହିତ ଫେମସ ହୋଇଥିବା ଅଭିନେତା ଅମିତ ସରିନ ଏବଂ ତାଙ୍କ ପୁରା ପରିବାରଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଅଧିକ ପଢନ୍ତୁ...

kyunki-saas-bhi-kabhi-bahu-thi-actor-amit-sarin-with-family-test-covid-19-positive
କୋରୋନା କବଳରେ ଟିଭି ଅଭିନେତା ଅମିତଙ୍କ ପୁରା ପରିବାର
author img

By

Published : Jan 10, 2021, 5:25 PM IST

ନୂଆଦିଲ୍ଲୀ : ଟେଲିଭିଜନ ସିରିଏଲ 'କିୟୁ କି ସାସ୍ ଭି କଭୀ ବୋହୁ ଥି' ଙ୍କ ସହିତ ଫେମସ ହୋଇଥିବା ଅଭିନେତା ଅମିତ ସରିନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ।

ନିକଟରେ ଅମିତ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଖବର ମଧ୍ୟ ସେୟାର କରି କହିଛନ୍ତି ଯେ, ସେ ଏବଂ ତାଙ୍କ ପୁରା ପରିବାରଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଅମିତ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ତାଙ୍କ ପିଲାମାନଙ୍କର କୋରୋନା ଟେଷ୍ଟ ହେଉଥିବାର ଦେଖିବାକୁ ମିଳୁଛି ।

ଭିଡିଓରେ, ଆପଣ ଦେଖିପାରିବେ ଯେ ଅମିତଙ୍କ ପୁରା ପରିବାର କୋରୋନା ଟେଷ୍ଟ ପାଇଁ ଡାକ୍ତରଖାନାରେ ଅଛନ୍ତି ।

ଭିଡିଓ ସେୟାର କରି କ୍ୟାପସନ ଅମିତ ଲେଖିଛନ୍ତି, "ହଁ, ପ୍ରଥମ ଥର ପାଇଁ କୋରୋନା ରିପୋର୍ଟ ପଜିଟିଭ୍ ଜଣାପଡିବା ଏକ ଭଲ ଅନୁଭବ ନୁହେଁ । କିନ୍ତୁ ଆମେ ସମସ୍ତେ ଭଲ ଅଛୁ ଏବଂ ଏହାର ମୁକାବିଲା କରିବୁ । ଆମେ ସମସ୍ତେ ଯତ୍ନ ନେବୁ ଏବଂ ସମସ୍ତ ନିର୍ଦ୍ଦେଶାବଳୀକୁ ଯତ୍ନର ସହିତ ଅନୁସରଣ କରିବୁ । ସମସ୍ତଙ୍କୁ ଭଲ ପାଇବା ।

ପ୍ରକାଶ ଥାଉ ଯେ, ଅମିତ ସରିନଙ୍କ ଅନେକ ଟିଭି ସିରିଏଲରେ କାମ କରିଛନ୍ତି । ଏଥିମଧ୍ୟରେ 'କିୟୁ କି ସାସ୍ ଭି କଭୀ ବୋହୁ ଥି' , 'ପବିତ୍ର ରିସ୍ତା', 'ନିଶା ଭଳି ସିରିଏଲ୍ ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.