ETV Bharat / sitara

ବିବାହ ବନ୍ଧନରେ ବାନ୍ଧି ହେଲେ 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା - actress shardha Arya

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ତଥା 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା ଆର୍‌ୟା । ଇଷ୍ଟାଗ୍ରାମରେ ସ୍ବାମୀଙ୍କ ସହ ସେୟାର କଲେ ଫଟୋ । ଅଧିକ ପଢନ୍ତୁ

ବିବାହ ବନ୍ଧନରେ ବାନ୍ଧି ହେଲେ 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା

author img

By

Published : Nov 18, 2021, 10:47 AM IST

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ତଥା 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା ଆର୍‌ୟା । ବିବାହ ସମୟର ଏକ ଫଟୋ ଇଷ୍ଟାଗ୍ରାମର ସେୟାର କରିଛନ୍ତି ଶ୍ରଦ୍ଧା । ଆଉ କ୍ୟାପସନରେ #justmarried #sraddhaAaryanagpal ବୋଲି ଲେଖିଛନ୍ତି । ଏହି ଫଟୋରେ ଶ୍ରଦ୍ଧା ଏକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ସହ ଦୁଲହନ ବେଶରେ ସଜେଇ ହୋଇଛନ୍ତି ଏବଂ ତାଙ୍କ ସ୍ବାମୀ ରାହୁଲ ନାଗପାଲ ମଧ୍ୟ ମୁଣ୍ଡରେ ନାଲି ରଙ୍ଗର ପଗଡି ସହ ଧଳା ରଙ୍ଗର ସେରଓ୍ବାନି ପିନ୍ଧିଥିବା ଦେଖିବାକୁ ମିଳିଛି ।

ବିବାହ ବନ୍ଧନରେ ବାନ୍ଧି ହେଲେ 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା
ବିବାହ ବନ୍ଧନରେ ବାନ୍ଧି ହେଲେ 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା

ଗତ ମଙ୍ଗଳବାର ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଗତକାଲି ଏହି ଫଟୋଟିକୁ ସେ ଇଷ୍ଟାଗ୍ରାମରେ ସେୟାର କରିଥିଲେ । ଶ୍ରଦ୍ଧା ପୂର୍ବରୁ ଅନେକ ଧାରାବାହିକ ଓ ଫିଲ୍ମରେ ଅଭିନୟ କରିଥିବା ବେଳେ କୁଣ୍ଡଳୀଭାଗ୍ୟରୁ ଲୋକପ୍ରିୟତା ଅର୍ଜନ କରିଥିଲେ । ଏହାସହିତ ସେ ଟିଭି ସିରିଏଲ 'ମେଁ ଲକ୍ଷ୍ମୀ ତେରେ ଆଙ୍ଗନ କି', 'ତୁମହାରି ପାଖି' ଓ 'ଡ୍ରିମଗର୍ଲ'ରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.