ETV Bharat / sitara

ନଚ ବଲିଏରେ ଏଲିମିନେସନ୍, ଭାଙ୍ଗିଲା ଫୈଜଲଙ୍କ ପ୍ରେମ - ଭାଙ୍ଗିଲା ଫୈଜଲଙ୍କ ପ୍ରେମ

ମୁସ୍କାନଙ୍କ ସହ ବ୍ରେକଅପ କଥା ସ୍ବୀକାର କରିଛନ୍ତି ଚନ୍ଦ୍ରଗୁପ୍ତମୌର୍ଯ୍ୟ ଫେମ୍ ଫୈଜଲ ଖାନ୍ । ନଚବଲିଏରେ ଏଲିମିନେସନ ପରେ ହୋଇଛି ବ୍ରେକଅପ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 28, 2019, 2:42 PM IST

ହାଇଦ୍ରାବାଦ: ନଚ ବଲିଏରେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ ଫୈଜଲ ଖାନ୍ ଓ ଗାର୍ଲଫ୍ରେଣ୍ଡ ମୁସ୍କାନ କତାରିଆ । କିନ୍ତୁ ଶୋ'ରୁ ଏଲିମିନେସନ୍ ପରେ ଦୁହିଁଙ୍କ ସମ୍ପର୍କରେ ଆସିଛି ଫାଟ । ଡ୍ୟାନ୍ସ ସମୟରେ ଏକ ଦୁର୍ଘଟଣାରେ ଫୈଜଲଙ୍କୁ ଗଭୀର ଆଘାତ ଲାଗିଥିଲା ଫଳରେ ତାଙ୍କୁ ଶୋ'ରୁ ବାହାର କରିବାକୁ ପଡିଥିଲା ।

ଚନ୍ଦ୍ରଗୁପ୍ତମୌର୍ଯ୍ୟର ଅଭିନେତା ଫୈଜଲ, ମୁସ୍କାନଙ୍କୁ ଚିଟ୍ କରିଥିବା ଶୁଣିବାକୁ ମିଳୁଛି । ଶୋ'ରେ ଭାଗ ନେବା ପୂର୍ବରୁ ସେମାନଙ୍କ ମଧ୍ୟରେ ଝଗଡା ହେଉଥିଲା କିନ୍ତୁ ଫୈଜଲ ଶୋ' ମାଧ୍ୟମରେ ଏହାକୁ ଠିକ୍ କରିବାକୁ ଚାହୁଁଥିଲେ କିନ୍ତୁ ସେମିତି କିଛି ହୋଇନଥିଲା ।

ଏପରିକି ମୁସ୍କାନଙ୍କ ସହ ନିଜ ରିଲେସନସିପକୁ ଏକ ଭୁଲ ବୋଲି କହିଥିଲେ ଓ ଭୁଲ ଝିଅ ସହ ରିଲେସନରେ ଥିବା କଥା କହିଥିଲେ । ସେମାନଙ୍କ ମଧ୍ୟରେ ସବୁ ସମୟରେ ଝଗଡା ହେଉଥିବା କଥା ସ୍ବୀକାର କରିଥିଲେ ଫୈଜାଲ । ତେବେ ଏନେଇ ମୁସ୍କାନଙ୍କ ପ୍ରତିକ୍ରିୟା ବିଷୟରେ ଜାଣିବାକୁ ମିଳିନି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.