ETV Bharat / sitara

କେବିସିରେ ବିଗ-ବିଙ୍କ ଜବରଦସ୍ତ ଏଣ୍ଟ୍ରି, ଦେଖନ୍ତୁ ଭିଡିଓ - କନ ବନେଗା କରୋଡପତି

ଅଗଷ୍ଟ 19ରେ ଆରମ୍ଭ ହେବ କେବିସିର 11ତମ ସିଜିନ । ନୂଆ ସିଜିନରେ ନୂଆ ଲୁକ ଓ ଷ୍ଟାଇଲରେ ଅମିତାଭ ବଚ୍ଚନ ।

ଫଟୋ ସୌଜନ୍ୟ: ଟ୍ବିଟର/@SrBachchan
author img

By

Published : Aug 6, 2019, 11:44 PM IST

ହାଇଦ୍ରାବାଦ: ଟେଲିଭିଜନରେ ଜବରଦସ୍ତ ଏଣ୍ଟ୍ରି କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ବିଗ-ବି ଅମିତାଭ ବଚ୍ଚନ । ଅଗଷ୍ଟ 19ରେ ଆରମ୍ଭ ହେବାକୁ ଯାଉଛି ‘କୌନ ବନେଗା କରୋଡପତି’ର 11ତମ ସିଜିନ । ସୋନୀ ଟିଭିର ଅଫିସିଆଲ ପେଜରେ ଏହାର ଘୋଷଣା କରାଯାଇ ନୂଆ ପ୍ରମୋ ରିଲିଜ କରାଯାଇଛି ।

ଭିଡିଓ ସୌଜନ୍ୟ: ଟ୍ବିଟର/@SrBachchan

ଭିଡିଓରେ ଅମିତାଭ ଷ୍ଟାଇଲିସ ଅନ୍ଦାଜରେ ଏଣ୍ଟ୍ରି ନେଉଥିବାର ଦେଖିବାକୁ ମିଳିବ । ଗତ ସୋମବାର ହିଁ କେବିସି ପାଇଁ ସୁଟିଂ ଆରମ୍ଭ କରିଥିଲେ ଅମିତାଭ । ଚଳିତ ବର୍ଷ ଶୋ'ର ଥିମ ହେଉଛି ‘ଅଟଳ ରୁହ’ । ତେବେ ଏବର୍ଷ ଅମିତାଭଙ୍କ ଡ୍ରେସ କପଡା ପ୍ୟାରିସରୁ ଅଣାଯାଇଛି । କେବିସି, Who wants to be millionaire ? ର ହିନ୍ଦି ଭର୍ସନ । 2000 ମସିହାରୁ ସଫଳତାର ସହ ଏହି ଶୋ' ଆଗେଇ ଚାଲିଛି । ଏହାର ତୃତୀୟ ସିଜିନକୁ ଶାହାରୁଖ ଖାନ ହୋଷ୍ଟ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.