ETV Bharat / sitara

ନେଟଫ୍ଲିକ୍ସରେ 'ହସମୁଖ' ପ୍ରସାରଣ ସ୍ଥଗିତ କଲେ ଦିଲ୍ଲୀ ହାଇକୋର୍ଟ

author img

By

Published : May 6, 2020, 12:05 AM IST

Updated : May 6, 2020, 12:13 AM IST

ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ହାସ୍ୟ ଅଭିନେତା, ଵୀର୍ ଦାସ ଅଭିନୀତ ନୂତନ ୱେବ ସିରିଜ୍, 'ହସମୁଖ'ର ପ୍ରସାରଣ ସ୍ଥଗିତ ରଖିବା ସହିତ ଏହା ଉପରେ ଥିବା ମଧ୍ୟକାଳୀନ ଅନୁଦାନକୁ ମଧ୍ୟ ଖାରଜ କରି ଦେଇଛନ୍ତି । ଅଧିକ ପଢନ୍ତୁ...

Delhi HC refuses to grant interim stay on airing of Netflix's 'Hasmukh'
ନେଟଫ୍ଲିକ୍ସରେ 'ହସମୁଖ' ପ୍ରସାରଣ ସ୍ଥଗିତ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ହାସ୍ୟ ଅଭିନେତା, ଵୀର୍ ଦାସ ଅଭିନୀତ ନୂତନ ୱେବ ସିରିଜ୍, 'ହସମୁଖ'ର ପ୍ରସାରଣ ସ୍ଥଗିତ ରଖିବା ସହିତ ଏହା ଉପରେ ଥିବା ମଧ୍ୟକାଳୀନ ଅନୁଦାନକୁ ମଧ୍ୟ ଖାରଜ କରି ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେରେ ଦିଲ୍ଲୀ କୋର୍ଟ ଏହା କହିଛନ୍ତି ଯେ, ଏହି ଧାରାବାହିକରେ ଆଇନଜୀବୀମାନଙ୍କୁ ଅସଦାଚରଣ କରାଯିବା ଭଳି ଏବଂ ଓକିଲମାନଙ୍କୁ ଅପମାନିତ କଲା ଭଳି ଦୃଶ୍ୟକୁ ସ୍ଥାନିତ କରାଯାଇଛି । ଯାହା ନେଟଫ୍ଲିକ୍ସ ଭଳି ଏକ ଲୋକାଦୃତ ଚ୍ୟାନେଲରେ ପ୍ରସାରଣ କରିବା ଆପତ୍ତିଜନକ ।

ଆଇନଜୀବୀ ସଞ୍ଜୀବ ସଚଦେବ, ଓକିଲ ଆଶୁତୋଷ ଦୁବେଙ୍କ ଦ୍ବାରା ପଠାଯାଇଥିବା ଆବେଦନକୁ ଖାରଜ କରି 'ହସମୁଖ'ର ପ୍ରସାରଣ ଉପରେ ସ୍ଥାୟୀ ନିର୍ଦ୍ଦେଶ ମାଗୁଥିବା ମୁଖ୍ୟ ଆବେଦନକୁ ବିଚାରାଧୀନ ଭାବେ ତାଲିକାଭୁକ୍ତ କରିଛନ୍ତି । ଏଥିସହ ଏହାର ଶୁଣାଣି ପାଇଁ ଜୁଲାଇ ମାସ ଧାର୍ଯ୍ୟ କରିଛନ୍ତି ।

ଅପରପକ୍ଷରେ ନେଟଫ୍ଲିକ୍ସର ସପକ୍ଷରେ ଥିବା ଓକିଲ, ସାଇକ୍ରିଷ୍ଣା ରାଜାଗୋପାଲ କହିଛନ୍ତି ଯେ, ହସମୁଖ ଧାରାବାହିକରେ କୌଣସି ଅଶାଳୀନ ମନ୍ତବ୍ୟ ଦିଆଯାଇନାହିଁ ଏବଂ ସମସ୍ତ ପାତ୍ର ଏବଂ ଘଟଣା ସମ୍ବିଧାନ ଆଧାରରେ ଅଭିନୀତ କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଧାରାବାହିକରେ ଓକିଲଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ କୌଣସି ସଙ୍ଗୀନ ମନ୍ତବ୍ୟ ପ୍ରକାଶ କରାଯାଇନାହିଁ ।

ତେବେ ଉଲ୍ଲେଖଯୋଗ୍ୟ ଯେ ହସମୁଖ ଧାରାବାହିକକୁ ନିଖିଲ ଗୋନସାଲଭେ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ରଣଭୀର ଶୁରୀ, ମନୋଜ ପହୱା, ଅମ୍ରିତା ବାଗଚି, ସୁନିଲ ନାୟାର, ଇନାମ-ଉଲ-ହକ ଏବଂ ରଜା ମୁରାଦ କାମ କରିଛନ୍ତି । ଏହା ଏପ୍ରିଲ 17ରେ ମୁକ୍ତିଲାଭ କରିଥିଲା ।

Last Updated : May 6, 2020, 12:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.