ETV Bharat / sitara

ଓଡିଶୀ ନୃତ୍ୟ କରି ଟ୍ରୋଲ ହେଲେ ଟେଲିଭିଜନର ଏହି ବୋହୁ, ଦେଖନ୍ତୁ ଭିଡିଓ - odishi dance

ଟେଲିଭିଜନର ପପୁଲାର ବୋହୁ ହୋଇଛନ୍ତି ଟ୍ରୋଲ । ଦୀପିକାଙ୍କ ଓଡିଶୀ ନାଚକୁ ଫ୍ୟାନ୍ସ କରିଛନ୍ତି ନାପସନ୍ଦ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/deepikasingh150
author img

By

Published : Jun 8, 2019, 2:21 PM IST

ହାଇଦ୍ରାବାଦ: ଟେଲିଭିଜନର ପପୁଲାର ଶୋ' ‘ଦିୟା ଅର ବାତି ହମ’ର ବୋହୁ ସନ୍ଧ୍ୟା ରାଠି ବା ଦୀପିକା ସିଂହ ହୋଇଛନ୍ତି ଟ୍ରୋଲ । ଓଡିଶୀ ନୃତ୍ୟକୁ ପସନ୍ଦ କରୁଥିବା ଦୀପିକା କବଚ-2ର ସୁଟିଂ ସମୟରେ ନୃତ୍ୟ ଅଭ୍ୟାସ କରୁଥିବାର ଏକ ଭିଡିଓ ସେୟାର କରିଥିଲେ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/deepikasingh150

ତେବେ ଗୋଟେପଟେ ଦୀପିକାଙ୍କ ନାଚକୁ କିଛି ପସନ୍ଦ କରିଥିବା ବେଳେ କିଛି ନାପସନ୍ଦ ମଧ୍ୟ କରିଛନ୍ତି । କେତେକ ୟୁଜର୍ସ, ଦୀପିକାଙ୍କ ନାଚ ଛାଡିଦେବାକୁ କହିଥିବା ବେଳେ ଅନ୍ୟକିଛି ଓଡିଶୀକୁ ଅସମ୍ମାନିତ କରିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ।

ଫ୍ୟାନ୍ସଙ୍କର ଏଭଳି ପ୍ରତିକ୍ରିୟାର ଜବାବ ଦେଇଛନ୍ତି ଦୀପିକା । ଦୀପିକା 5 ବର୍ଷ ହେବ ନୃତ୍ୟ ଶିଖୁଛନ୍ତି ଓ ଏହା ଏକ ଅଭ୍ୟାସ ଭିଡିଓ ବୋଲି କହିଛନ୍ତି ଦୀପିକା । ‘ଦିୟା ଅର ବାତି ହମ’ରୁ ପପୁଲାର ହୋଇଥିବା ଦୀପିକାଙ୍କୁ ଏବେ ସିରିଏଲ ‘କବଚ-2’ରେ ଦେଖିବାକୁ ମିଳୁଛି ।

slug-eviction drive
format-avo
report-sadasiba patra
place-Phulabani(Kandhamal)
date-2.6.2019
ଶେଷ ହେଲା ନିର୍ବାଚନ  । ନିର୍ବାଚନକୁ ଦେଖି ବନ୍ଦ ଥିଲା ଜବରଦଖଲ ଉଚ୍ଛେଦ  । କାଳେ ଭୋଟ ମିଳିବ ନାହିଁ  ଏହି ଭୟରେ । ନିର୍ବାଚନ ସରିବା ମାତ୍ରେ ଏବେ ଆରମ୍ଭ ହୋଇଯାଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରୀୟା  । ଫୁଲବାଣୀ ନଦୀଖଣ୍ଡି ସାହିରେ ଆଜି ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ଉପସ୍ତିତିରେ ଭଙ୍ଗା ଯାଇଛି  ଘର  । ଜବରଦଖଲ କରି କୋଠା କରିଥିବା କ.ନୂଆଗାଁ ବ୍ଲକର ତତ୍କାଳୀନ ମୂଖ୍ୟ କିରାଣୀଙ୍କ ଘର ଭଙ୍ଗାଯିବା ସହିତ ସେଠାରେ ଥିବା ଆଉ ଏକ ଘର ମଧ୍ୟ ଜବରଦଖଲ ଉଚ୍ଛେଦ କରାଯାଇଛି  । ଏପରି ଅଭିଯାନ ଜାରିରହିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି  ।
...........
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.