ETV Bharat / sitara

ନାଗିନ-3ରେ ନୂଆ ଟ୍ବିଷ୍ଟ

ନାଗିନ-3ରେ ନୂଆ ଟ୍ବିଷ୍ଟ । ବେଲା ଓ ମାହିରଙ୍କ ହେବ ମୃତ୍ୟୁ । ଶୋ'ରେ ହେବ 24 ବର୍ଷର ଲିପ୍ । ପୁର୍ନ ଜନ୍ମରେ ଆସିବେ ମୌନି ରୟ!

author img

By

Published : Apr 25, 2019, 1:36 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ଟିଭି ଦୁନିଆର ପପୁଲାର ଶୋ' ଭିତରେ ନାଗିନ-3 ବେଶ୍ ପରିଚିତ । ଏଥିରେ ଆସିବାକୁ ଯାଉଛି ଏକ ନୂଆ ଟ୍ବିଷ୍ଟ । ବର୍ତ୍ତମାନ ଶୋ'ର ଫାଇନାଲ ଆସିଗଲାଣି । ବହୁତ ଜଲଦି ଶୋ' ସରିଯିବ । ସେଥିପାଇଁ ସବୁପ୍ରକାର ପ୍ରସ୍ତୁତି ସରିଗଲାଣି । ଶୋ'ରେ ମୁଖ୍ୟ ଚରିତ୍ରରେ ଥିବା ବେଲା ଓ ମାହିରଙ୍କୁ ବହୁତ ଜଲଦି ତାମସି ମାରିଦେବାର ଦେଖାଯିବ ।

mouni roy
ଫାଇଲ ଫଟୋ
ଶୋ'ରେ ଅନ୍ୟ ମୁଖ୍ୟ ଚରିତ୍ରରେ ଥିବା ବିଶାଖ ଓ ବିକ୍ରାନ୍ତଙ୍କ ଝିଅ ତାମସି ଭିତରେ କଳାଯାଦୁ ବଢିବାରେ ଲାଗିଛି ଓ ଏହାକାରଣରୁ ସେ ବେଲା ଓ ମାହିରଙ୍କୁ ମାରିଦେବାରେ ସଫଳ ହେବ । ରିପୋର୍ଟ ମୁତାବକ ଶୋ'ରେ ପୁର୍ନ ଜନ୍ମରେ ସ୍ବିକେଲ ବି ଦେଖାଯିବ । 24ବର୍ଷ ପରେ ପ୍ରତିଶୋଧ ସହ ବେଲା-ମାହିର ଫେରିବେ ।
behir
ଫାଇଲ ଫଟୋ
ଶୋ'ରୁ ଏମିତି ମଧ୍ୟ ଖବର ଆସୁଛି କି, ପୁର୍ନ ଜନ୍ମରେ ବେଲା ଚରିତ୍ରରେ ମୌନି ରୟ ଅଭିନୟ କରିବେ । ଏହାର ପ୍ରୋମୋ ମଧ୍ୟ ରିଲିଜ କରାଯାଇଥିଲା । ଏଥିରେ ମୌନିଙ୍କ ଝଲକ ଦେଖିବାକୁ ମିଳିଥିଲା । ଏହା ମୌନିଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଏହା ବ୍ୟତୀତ ଶୋ'ର ଫାଇନାଲରେ ଅର୍ଜୁନ ବିଜଲାନି, କରଣବୀର ବୋହରାଙ୍କୁ ବି ଦେଖିବାକୁ ମିଳିବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.