ETV Bharat / sitara

ଅକ୍ଷରା ସିଂଙ୍କ 'ମାଇଁ ଫାଷ୍ଟ ଭାଲେଣ୍ଟାଇନ' ଗୀତ ରିଲିଜ

author img

By

Published : Feb 13, 2021, 10:51 PM IST

ଭାଲେଣ୍ଟାଇନ୍ ଡେ କୁ ସ୍ପେଶାଲ କରିବା ପାଇଁ ଗାୟିକା ଅକ୍ଷରା ତାଙ୍କର 'ମାଇଁ ଫାଷ୍ଟ ଭାଲେଣ୍ଟାଇନ' ଗୀତ ରିଲିଜ କରିଛନ୍ତି । ଅଧିକ ପଢନ୍ତୁ ...

ଅକ୍ଷରା ସିଂଙ୍କ 'ମାଇଁ ଫାଷ୍ଟ ଭାଲେଣ୍ଟାଇନ' ଗୀତ ରିଲିଜ
ଅକ୍ଷରା ସିଂଙ୍କ 'ମାଇଁ ଫାଷ୍ଟ ଭାଲେଣ୍ଟାଇନ' ଗୀତ ରିଲିଜ

ପାଟନା: ଭୋଜପୁରୀ ଚଳଚ୍ଚିତ୍ରର ଫେମସ ଅଭିନେତ୍ରୀ ଅକ୍ଷରା ସିଂ ଏଥର ଭାଲେଣ୍ଟାଇନ୍ ଡେକୁ ସ୍ପେଶାଲ କରିବା ପାଇଁ ତାଙ୍କର 'ମାଇଁ ଫାଷ୍ଟ ଭାଲେଣ୍ଟାଇନ' ଗୀତ ରିଲିଜ କରିଛନ୍ତି ।

ଏହି ଗୀତ ଅକ୍ଷରା ସିଂ ତାଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ କରିଛନ୍ତି । ଗୀତଟି ରିଲିଜ ହେବା ମାତ୍ରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ସହିତ ପ୍ରଶଂସକମାନେ କମେଣ୍ଟ ବକ୍ସରେ ଅନେକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ପ୍ରକାଶ ଥାଉ ଯେ, ଗତ କିଛି ବର୍ଷ ଧରି ଅକ୍ଷରା ସବୁ ସମୟରେ ତାଙ୍କ ଗୀତ ରିଲିଜ କରିଛନ୍ତି । ସେ ଆଜିକାଲି ଭୋଜପୁରୀ ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ ଆକ୍ଟିଭ ।

ଭାଲେଣ୍ଟାଇନ୍ସ ଡେ ଅବସରରେ ଏହା ଅକ୍ଷରା ସିଂଙ୍କର ପ୍ରଥମ ଗୀତ, ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ଅକ୍ଷରା ସିଂଙ୍କ ଏହି ଗୀତ ଅଜୟ ବଚ୍ଚନ ଲେଖିଛନ୍ତି। ସଙ୍ଗୀତଟି ପ୍ରିୟାଂଶୁ ସିଂଙ୍କର ଏବଂ ଗୀତର ଭିଡିଓ ନିର୍ଦ୍ଦେଶକ ହେଉଛନ୍ତି ପଙ୍କଜ ସୋନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.