ETV Bharat / sitara

ଅଭିନେତ୍ରୀ ନମ୍ରତା ଦାସଙ୍କୁ ଭୂମିକନ୍ୟା ସମ୍ମାନ

author img

By

Published : Jan 16, 2020, 10:11 AM IST

ଆସନ୍ତା 26 ଜାନୁଆରୀରେ ହେବାକୁ ଥିବା  ଓଡିଶା କଳାସଂଘର ବାର୍ଷିକ ଉତ୍ସବରେ ଅଭିନେତ୍ରୀ ନମ୍ରତା ଦାସଙ୍କୁ ଭୂମିକନ୍ୟା ସମ୍ମାନ ।

Actress Namrata Das
ଅଭିନେତ୍ରୀ ନମ୍ରତା ଦାସଙ୍କୁ ଭୂମିକନ୍ୟା ସମ୍ମାନ

ଭୁବନେଶ୍ବର: ଅଭିନେତ୍ରୀ ନମ୍ରତା ଦାସଙ୍କୁ ଦିଆଯିବ ଭୂମିକନ୍ୟା ସମ୍ମାନ । ଆସନ୍ତା 26 ଜାନୁଆରୀରେ ହେବାକୁ ଥିବା ଓଡିଶା କଳାସଂଘର ବାର୍ଷିକ ଉତ୍ସବରେ ଅଭିନେତ୍ରୀ ନମ୍ରତା ଦାସଙ୍କୁ ଭୂମିକନ୍ୟା ସମ୍ମାନ ଦିଆଯିବ ବୋଲି ଏକ ପ୍ରେସମିଟ ଜରିଆରେ ଘୋଷଣା କରାଯାଇଛି।

ଓଡ଼ିଆ ଚଳଚିତ୍ରକୁ ନିରବଚ୍ଛିନ୍ନ ଭାବରେ ତାଙ୍କର ଅବଦାନ ଥିବା ଯୋଗୁଁ ସେ ଏହି ସମ୍ମାନର ଅଧିକାରୀ ବୋଲି ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ଅନ୍ୟପଟେ ସଙ୍ଘ ତରଫରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କିଛି ଜଣ କଳାକାରଙ୍କୁ ଆସୋସିଏସନ ପକ୍ଷରୁ ପେନସନ ଦିଆଯିବ । ଚଳିତବର୍ଷ ମୋଟ 15 ଜଣଙ୍କୁ ପେନସନ ଦିଆଯିବ । ନିବେଦିତା ଦେବୀ, କୁଞ୍ଜଳତା ଦାସ ଭଳି ଅନେକ କଳାକାରଙ୍କୁ ମାସିକ 1000 ଟଙ୍କାର ଅର୍ଥ ରାଶି ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଏହା ଛଡା ଭୂମିକନ୍ୟା ସମ୍ମାନରେ ସମ୍ମାନିତ ଅଭିନେତ୍ରୀ ନମ୍ରତା ଦାସଙ୍କୁ ମଧ୍ୟ ମାନପତ୍ର ସହ 1 ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ଦିଆଯିବ ଭୂମିକନ୍ୟା ସମ୍ମାନ।

ଆସନ୍ତା 26 ଜାନୁଆରୀ ହେବାକୁ ଯାଉଛି ଓଡିଶା କଳାସଂଘ ର ବର୍ଷିକ ଉତ୍ସବ। ରାଜଧାନୀ ସ୍ତିତ ଭଞ୍ଜକଳା ମଣ୍ଡପ ରେ ହେବାକୁ ଯାଉଥିବା ଏହି ବର୍ଷିକ ଉତ୍ସବ ରେ ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ଦିଆଯିବ ଭୂମିକନ୍ୟା ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଓଡ଼ିଆ ଚଳଚିତ୍ର କୁ ନିରବଚ୍ଛିନ୍ନ ଭାବରେ ତାଙ୍କର ଅବଦାନ ଥିବା ଯୋଗୁଁ ଏହି ସମ୍ନାନ ର ଅଧିକାରୀ ବୋଲି ଅଭିନେତା ସିଧାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି। ଅନ୍ୟ ପଟେ ସଙ୍ଘ ତରଫ ରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କିଛି ଜଣ କଳାକାର ଙ୍କୁ ଏସେସିଏସନ ପକ୍ଷରୁ ପେନସନ ଦିଆଯିବ। ଚଳିତ ବର୍ଷ ମୋଟ 15 ଜଣଙ୍କୁ ପେନସନ ଦିଆଯିବ। ନେବେଦିତା ଦେବୀ, କୁଞ୍ଜଳତା ଦାସ, ଭଳି ଅନେକ କଳାକାରଙ୍କୁ ମାସିକ 1000 ଟଙ୍କା ର ଅର୍ଥ ରାଶି ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଏହା ଛଡା ଭୂମିକନ୍ୟା ସମ୍ମାନ ରେ ସମ୍ନାନିତ ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ମଧ୍ୟ ମାନପତ୍ର ସହ 1 ଲକ୍ଷ ଟଙ୍କା ର ରାଶି ପ୍ରଦାନ କରାଯିବ।

Body:ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ଦିଆଯିବ ଭୂମିକନ୍ୟା ସମ୍ମାନ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.