ETV Bharat / sitara

କୋରୋନାରେ ଆଖି ବୁଜିଲେ ମାହିଙ୍କ ସମ୍ପର୍କୀୟ, ଦୁଃଖ ପ୍ରକାଶ କଲେ ସୋନୁ

author img

By

Published : Jun 8, 2021, 5:26 PM IST

ଆଉ ଜଣେ ସେଲିବ୍ରିଟିଙ୍କ ଘରେ ଶୋକର ଛାୟା । କୋରୋନାରେ ଚାଲିଗଲା ମାହି ବିଜଙ୍କ ସମ୍ପର୍କୀୟ ଭାଇଙ୍କ ଜୀବନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ଭାଇରାସରେ ଜୀବନ ହାରି ସାରିଲେଣି ଲକ୍ଷ ଲକ୍ଷ ଲୋକ । ଗତ ବର୍ଷରୁ ସମସ୍ତଙ୍କୁ ଭୟଭୀତ କରି ରଖିଛି ଏହି ମହାମାରୀ । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ଏଥିରୁ ନିଜକୁ ସୁରକ୍ଷିତ ରଖିପାରୁନାହାଁନ୍ତି । ଏମିତି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏବେ ଟିଭି ଅଭିନେତ୍ରୀ ମାହି ବିଜଙ୍କ ଘରେ ଖେଳି ଯାଇଛି ଶୋକର ଛାୟା । କାରଣ କୋରୋନା ଲଢେଇରେ ଜୀବନ ହାରିଛନ୍ତି ତାଙ୍କ ସମ୍ପର୍କୀୟ ଭାଇ ।

ଯେଉଁ ସମୟରେ ତାଙ୍କ ଭାଇ ଅସୁସ୍ଥ ଥିଲେ ସେହି ସମୟରେ ସେ ଅଭିନେତା ସୋନୁ ସୁଦଙ୍କ ସାହାଯ୍ୟ ମଧ୍ୟ ଲୋଡିଥିଲା । ହେଲେ ଅନେକ ଚେଷ୍ଟା ପରେ ମଧ୍ୟ ଅଭିନେତ୍ରୀଙ୍କ ଭାଇଙ୍କୁ କେହି ବଞ୍ଚାଇ ପାରିଲେ ନାହିଁ ।

ସେପଟେ ତାଙ୍କ ମୃତ୍ୟୁରେ ସୋନୁ ଦୁଃଖ ପ୍ରକାଶ କରି କହିଛନ୍ତି, ‘ଆମେ 25 ବର୍ଷର ଜଣେ ଯୁବକଙ୍କୁ ବଞ୍ଚାଇବାକୁ ସବୁ ସମ୍ଭବ ଚେଷ୍ଟା ଚଳାଇଥିଲୁ । ହେଲେ ସେ ଆଜି କୋରୋନା ମହାମାରୀରେ ହାରି ଗଲେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.