ETV Bharat / sitara

ସାଇ ପଲ୍ଲବୀଙ୍କ ବଡ ବୟାନ, ନିଜକୁ କହିଲେ ଭାରତୀୟ

author img

By

Published : May 29, 2019, 11:31 PM IST

ଫେୟାରନେସ କ୍ରିମ ବିଜ୍ଞାପନକୁ ମନା କରି ଚର୍ଚ୍ଚାରେ ଆସିଛନ୍ତି ସାଇ ପଲଭି । ବର୍ତ୍ତମାନ ଏହାକୁ ନେଇ ନିଜ ପକ୍ଷ ରଖିଛନ୍ତି ସେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସାଇ ପଲଭି

ମୁମ୍ବାଇ: ହଠାତ୍ 2 କୋଟି ଟଙ୍କାର ଫେୟରନେସ କ୍ରିମର ବିଜ୍ଞାପନକୁ ମନା କରି ଚର୍ଚ୍ଚାରେ ଆସିଥିବା ତେଲୁଗୁ ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ ଏବେ ଏହାକୁ ନୁହେଁ ମୁହଁ ଖୋଲିଛନ୍ତି । ଏକ ସାକ୍ଷାତକାରରେ ସାଇ ଖୁଲାସା କରିଛନ୍ତି କି ସେ କାହିଁକି 2କୋଟି ଟଙ୍କାର ଫେୟରନେସ କ୍ରିମରେ ବିଜ୍ଞାପନ କରିବାକୁ ମନା କରିଛନ୍ତି । ଯାହା ଶୁଣି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସେ କହିଛନ୍ତି କି ଫେୟରନେସ କ୍ରିମର ବିଜ୍ଞାପନ କରିପାରିନଥାଆନ୍ତେ । କାରଣ ସେ ଭାରତୀୟ । ତେଣୁ ତାଙ୍କ ଦେହର ରଙ୍ଗ ଯେମିତି ଅଛି ତାହା ଠିକ୍ ଅଛି । ତାଙ୍କ ଅନୁଯାୟୀ ଏପରି ବିଜ୍ଞାପନ ମୁଖ୍ୟତଃ ମହିଳାଙ୍କୁ ଭୁଲ ସୂଚନା ଦେଉଛି । ଏହି କାରଣ ପାଇଁ ସେ ଏପରି ଫର୍ଡ କମ୍ପାନୀର ଅଂଶ ହେବାକୁ ଚାହୁଁନାହାଁନ୍ତି ।

ପ୍ରକାଶ ଥାଉକି ସାଇ 'ଫିଦା' ଫିଲ୍ମ ଜରିଆରେ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲେ । ସାଇ ସବୁବେଳେ ନିଜ ଭିନ୍ନ ଅଭିନୟକୁ ନେଇ ବେଶ ଲୋକପ୍ରିୟ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.