ETV Bharat / sitara

ବିଗ ବସ ହାଉସରେ ପ୍ରେମର ମୌସମ

author img

By

Published : Nov 26, 2019, 3:21 PM IST

ପ୍ରତିଯୋଗୀ ହିମାଂଶୀ ଖୁରାନାଙ୍କ ଉପରେ ଆସିଲା ପପୁଲାର ପ୍ରତିଯୋଗୀ ଅସୀମ ରୟାସଙ୍କ ହୃଦୟ । ଗୀତ ଗାଇ ନିଜ ପ୍ରେମ ଜାହିର କରିବାରେ ଲାଗିଛନ୍ତି ସେ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ବିଗ ବସ 13
ଡିଜାଇନ ଫଟୋ

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ ବିଗ ବସ 13ରେ ଏବେ ଆସିଛି ପ୍ୟାର କା ମୌସମ । ଦୀର୍ଘ ସମୟରୁ ଦର୍ଶକ କେବଳ ବିଗ ବସ ହାଉସରେ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ଦେଖିଆସୁଥିଲେ । ଏବେ ପ୍ରତିଯୋଗୀଙ୍କ ରୋମାନ୍ସ ଦେଖି ଖୁବ୍ ଖୁସି ଅଛନ୍ତି ଦର୍ଶକ । ବିଗ ବସ ହାଉସରେ ଧିରେ ଧିରେ ପ୍ରତିଯୋଗୀଙ୍କ ମିଜାଜ ବଦଳିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ

ଆଜ୍ଞା ହଁ, ସବୁବେଳେ ଆଗ୍ରେସିଭ ପାଇଁ ଜଣାଶୁଣା ପ୍ରତିଯୋଗୀ ଅସୀମ ରିୟାଜଙ୍କ ଉପରେ ଏବେ ହିମାଂଶୀ ଖୁରାନାଙ୍କ ପ୍ୟାରର ଯାଦୁ ଚଢିଯାଇଛି । ଏହି କଥା ଆମେ କହୁନାହୁଁ ଏହା ସୋସିଆଲ ମିଡିଆର ଏକ ପୋଷ୍ଟରୁ ଜଣାପଡିଛି ।

କଲର୍ସର ଅଧିକାରୀକ ସୋସିଆଲ ମିଡିଆ ଆକାଉଣ୍ଟରେ ଜାରି ହୋଇଥିବା ଶୋର ଏକ ପ୍ରୋମୋ ଭିଡିଓରେ ଅସୀମଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଛି । ସେ ପ୍ରତିଯୋଗୀ ଆରତୀଙ୍କ ପାଖରେ ରୋମାଣ୍ଟିକ ଗୀତ ‘ନା ତୁମ ଜାନୋ ନା ହମ ଜାନେ’ ଗାଉଛନ୍ତି । ଆଉ ଏହାସହ ସେ ହିମାଂଶୀଙ୍କୁ ପସନ୍ଦ କରୁଛନ୍ତି ବୋଲି ମଧ୍ୟ କହୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଅସୀମଙ୍କ ଏହି ରୋମାଣ୍ଟିକ ଅନ୍ଦାଜ...

କିଛି ଦିନ ହେବ ଶୋରେ ଅସୀମ ଓ ହିମାଂଶୀଙ୍କ ଲଭ ବଣ୍ଡିଂ ଦେଖିବାକୁ ମିଳିଆସୁଛି । ଦୁଇଜଣ ପରସ୍ପର ସହ ଅଧିକା ଟାଇମ ସ୍ପେଣ୍ଡ କରିବାରେ ଲାଗିଛନ୍ତି । ସବୁ କଥାରେ ସବୁ ଟାକ୍ସରେ ହିମାଂଶୀଙ୍କୁ ସପୋର୍ଟ କରୁଥିବାରେ ମଧ୍ୟ ନଜର ଆସୁଛନ୍ତି ଅସୀମ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.