ETV Bharat / sitara

ଆସିବ ‘ହାପି ନ୍ୟୁ ଇୟର’ର ସ୍ବିକେଲ! ଅଭିଷେକଙ୍କୁ ମିଳିଲା ଇଶାରା

author img

By

Published : Jun 3, 2019, 12:03 PM IST

Updated : Jun 3, 2019, 2:19 PM IST

‘ହାପି ନ୍ୟୁ ଇୟର’ ସ୍ବିକେଲ ତିଆରି କରିବା ପାଇଁ ଅଭିଷେକଙ୍କୁ ମିଳିଛି ଇଶାରା । ପୁଣି ଏକାଠି ହେବେ ହାପି ନ୍ୟୁ ଇୟର ଟିମ!

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ମଲ୍ଟିଷ୍ଟାର ଫିଲ୍ମ ‘ହାପି ନ୍ୟୁ ଇୟର’2014ରେ ପରଦାକୁ ଆସିଥିଲା । ଏଥିରେ ଶାହାରୁଖ ଖାନ, ବୋମନ ଇରାନି, ସୋନୁ ସୁଦ, ଅଭିଷେକ ବଚ୍ଚନ, ଦୀପିକା ପାଦୁକୋନ ନଜର ଆସିଥିଲେ । ତେବେ କଣ ହାପି ନ୍ୟୁ ଇୟରର ସ୍ବିକେଲ ଆସିବାକୁ ଯାଉଛି!

abhisek bachchan
ଫଟୋ ସୌଜନ୍ୟ: ଟ୍ବିଟର/Abhisek Bachchan

ଏକଥା ଆମେ କହୁନୁ, କହୁଛନ୍ତି ଅଭିନେତା ଅଭିଷେକ ବଚ୍ଚନ । ଟ୍ବିଟରରେ ଏକ ଫଟୋ ପୋଷ୍ଟ କରିଥିଲେ ଅଭିଷେକ । ଫଟୋରେ ଏକ ଗାଡିରେ ‘ନନ୍ଦୁ’ ଲେଖାଯାଇଥିବାର ଦେଖିବାକୁ ମିଳିଛି । ପ୍ରକାଶଥାଉକି, ‘ହାପି ନ୍ୟୁ ଇୟର’ରେ ଅଭିଷେକଙ୍କ ନାମ ନନ୍ଦୁ ଥିଲା । ତେବେ ଏହାକୁ ଏକ ଇଶାରା ବୋଲି କହିଛନ୍ତି ଅଭିଷେକ । ଏହାସହ ଫିଲ୍ମର ପୁରା କାଷ୍ଟକୁ ଟ୍ଯାଗ କରି ପୁଣି ଏକାଠି ହେବାକୁ କହିଛନ୍ତି ।

ତେବେ ଫିଲ୍ମର ସ୍ବିକେଲ କଥା କହିବାକୁ ଗଲେ ଶାହାରୁଖ ଏବେ ଅମିତାଭଙ୍କ ଫିଲ୍ମ ‘ସତେ ପେ ସତା’ର ସ୍ବିକେଲରେ କାମ କରିବା ପାଇଁ ଉତ୍ସାହିତ ଅଛନ୍ତି । ଏଥିରେ ଲିଡିଙ୍ଗ ଲେଡି ଅବତାରରେ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବି । ଅନ୍ୟପକ୍ଷେ ଦୀପିକା ଫିଲ୍ମ ‘ଛପକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Intro:Body:

dfdddh

Conclusion:
Last Updated : Jun 3, 2019, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.