କଟକ: ସାରାରାଜ୍ୟରେ ମୁକ୍ତିଲାଭ କରିଛି ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ପ୍ରେମ ଭିତ୍ତିକ ଫିଲ୍ମ ‘କୁଇନ’ । ଏହି ଫିଲ୍ମରେ ନବାଗତ ହିରୋ ଜୟଜିତଙ୍କ ସହ ଓଲିଉଡ ଷ୍ଟାର ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ।
ମକରରେ ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’ - ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’
ସାରାରାଜ୍ୟରେ ମୁକ୍ତିଲାଭ କରିଛି ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ପ୍ରେମ ଭିତ୍ତିକ ଫିଲ୍ମ ‘କୁଇନ’ । ଏହି ଫିଲ୍ମରେ ନବାଗତ ହିରୋ ଜୟଜିତଙ୍କ ସହ ଓଲିଉଡ ଷ୍ଟାର ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ଅଧିକ ପଢନ୍ତୁ...
ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’
କଟକ: ସାରାରାଜ୍ୟରେ ମୁକ୍ତିଲାଭ କରିଛି ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ପ୍ରେମ ଭିତ୍ତିକ ଫିଲ୍ମ ‘କୁଇନ’ । ଏହି ଫିଲ୍ମରେ ନବାଗତ ହିରୋ ଜୟଜିତଙ୍କ ସହ ଓଲିଉଡ ଷ୍ଟାର ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ।
ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’
ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’
Intro:କଟକ: ସାରା ରାଜ୍ୟ ରେ ମୁକ୍ତିଲାଭ କରିଛି ମୃତ୍ୟୁଞ୍ଜୟ ସାହୁ ଙ୍କ ନିର୍ଦେଶୀତ ପ୍ରେମ ଭିତ୍ତିକ ଫିଲ୍ମ କୁଇନ ।ଏହି ଫିଲ୍ମ ରେ ନବାଗତ ହିରୋ ଜୟଜିତ ଙ୍କ ସହ ଓଲିଉଡ ଷ୍ଟାର ହିରୋଇନ ବର୍ଷା ପ୍ରିୟ ଦର୍ଶିନୀ ଦର୍ଶକଙ୍କ ସମ୍ନା କୁ ଆସିଛନ୍ତି ।
ଏହି ଫିଲ୍ମ ଟି ସମ୍ପୂର୍ଣ୍ଣ ରୂପେ ପାରିବାରିକ ଓ ପ୍ରେମ ଭିତ୍ତିକ ଉପରେ ଆଧାରିତ ହୋଇଛି । ଯାହା ଦର୍ଶକ ଙ୍କ ମନକୁ ବେଶ ଛୁଇଁଛି । ତେବେ ଏହି ଫିଲ୍ମ ଓଡିଶା ବାସୀ ଙ୍କ ଦ୍ଵାରା ବେଶ ଆଦୃତ ହେବା ନେଇ ଆଶା ରଖିଛନ୍ତି କୁଇନ ଟିମ । ଏହାସହିତ ଏହି ଫିଲ୍ମ ରେ ରହିଛି ବେଷ୍ଟ ଡାଇଲଗ , ମଳୟ ମିଶ୍ର ଙ୍କ ଗୀତ ସଂଯୋଜନା ଯାହା ଦର୍ଶକ ଙ୍କୁ ବେଶ ଖୁସି ପ୍ରଦାନ କରିଛି ।
ଏହିକ୍ରେମ ରେ କଟକ ରେ ଥିବା ବୃନ୍ଦାବନ ହଲ ରେ ଏହି ଫିଲ୍ମ କୁ ଦେଖିବା ପାଇଁ ଦର୍ଶକ ଙ୍କ ଭିଡ଼ ଜମିଥିଲା । ସମସ୍ତ ଦର୍ଶକ ପ୍ରତ୍ୟକ ଗୀତ ରେ ଝୁମି ଗାଇ ମଉଜ କରିଥିଲେ।
Body:ବାଇଟ: ଜୟଜିତ ( ହିରୋ)
ବାଇଟ: ବର୍ଷା( ହିରୋଇନ)
ବାଇଟ: ମୃତୁଞ୍ଜୟ ସାହୁ( ନିର୍ଦେଶକ)
Conclusion:edited story with vo plz check