ETV Bharat / sitara

ଭାଲେଣ୍ଟାଇନରେ ଆରମ୍ଭ ହେଲା 'ଚାଲ ଟିକେ ପ୍ରେମ କରିବା'

ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ । ପ୍ରେମର ଏହି ସ୍ପେଶାଲ ସିଜିନକୁ ଆଖିରେ ରଖି ପ୍ରାୟ ସମସ୍ତ ଆରମ୍ଭ କରିଛନ୍ତି ନିଜନିଜର ସ୍ପେଶାଲ ସରପ୍ରାଇଜ ପ୍ଲାନ । ଆଉ ଠିକ ସେମିତି କିଛି ପ୍ରେମ ଓ ବନ୍ଧୁତାଙ୍କୁ ନେଇ ଦେବକୀ ଏଣ୍ଟରପ୍ରାଇଜ ଆରମ୍ଭ କରିଛନ୍ତି 'ଚାଲ ଟିକେ ପ୍ରେମ କରିବା'ର ସୁଟିଂ ।

author img

By

Published : Feb 12, 2019, 9:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ । ପ୍ରେମର ଏହି ସ୍ପେଶାଲ ସିଜିନକୁ ଆଖିରେ ରଖି ପ୍ରାୟ ସମସ୍ତ ଆରମ୍ଭ କରିଛନ୍ତି ନିଜନିଜର ସ୍ପେଶାଲ ସରପ୍ରାଇଜ ପ୍ଲାନ । ଆଉ ଠିକ ସେମିତି କିଛି ପ୍ରେମ ଓ ବନ୍ଧୁତାଙ୍କୁ ନେଇ ଦେବକୀ ଏଣ୍ଟରପ୍ରାଇଜ ଆରମ୍ଭ କରିଛନ୍ତି 'ଚାଲ ଟିକେ ପ୍ରେମ କରିବା'ର ସୁଟିଂ ।

  • " class="align-text-top noRightClick twitterSection" data="">
undefined

ଗତକାଲି ଭୁବନେଶ୍ବରସ୍ଥିତ ପ୍ରେସ କ୍ଲବରେ ଆରମ୍ଭ ହୋଇଛି ଫିଲ୍ମର ମହୁରତ । ଫିଲ୍ମଟି 5 ଜଣ ବନ୍ଧୁ ଓ କିଛି ଲଭଷ୍ଟୋରୀକୁ ନେଇ ଆଧାରିତ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଚିନ୍ମୟୀ ପ୍ରିୟଦର୍ଶିନୀ। ଏହି ଫିଲ୍ମର କାହାଣୀ ଦେବକୀ ସାହୁ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ଗଡନାୟକ ।

ଫିଲ୍ମରେ କଣ୍ଠଦାନ କରିଛନ୍ତି ପପୁଲାର ଗାୟକ ହ୍ୟୁମାନ ସାଗର, ତପୁ, ଅଭି ଓ ଅର୍ପିତା । ତେବେ ଫିଲ୍ମ ଚାଲ ଟିକେ ପ୍ରେମ କରିବା'ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଦେବରାଜ ଓ ଅଭିନେତ୍ରୀ ଚିନ୍ମୟୀ । ଏମାନଙ୍କ ଛଡା ଫିଲ୍ମରେ ସରୋଜ, ରବି,ପ୍ରଜ୍ଞା, ଫାକୁ ଭାଇ ଆଦି ପ୍ରମୁଖ ଭୂମିକାରେ ନଜର ଆସିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.