ETV Bharat / sitara

ଦୁଇ ଦୁଇଟି ଓଡିଆ ପ୍ରେମ କାହାଣୀର ଶୁଭ ମୁହୁରତ - ଅମରଜିତ ଓଝା

ଖୁବଶୀଘ୍ର ଆଉ ଦୁଇଟି ପ୍ରେମ କାହାଣୀ ନେଇ ଆସୁଛି ଓଡିଆ ଫିଲ୍ମ ଇଣ୍ତଷ୍ଟ୍ରି । ଫିଲ୍ମ ‘ଲଭ ବାର୍ଡ, ଦୁଇଟି ହୃଦୟ ଗୋଟିଏ ପ୍ରେମ’ ଓ ‘ତୁ ମୋ ହାର୍ଟ ବିଟ୍’ ଭଳି ପ୍ରେମ କାହାଣୀ ନେଇ ଆସୁଛନ୍ତି ନିର୍ଦ୍ଦେଶକ ଅମରଜିତ ଓଝା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 8, 2019, 11:37 PM IST

ଭୁବନେଶ୍ବର: ଓଡିଆ ଫିଲ୍ମ ‘ଲଭ ବାର୍ଡ,ଦୁଇଟି ହୃଦୟ ଗୋଟିଏ କଥା’ ଓ ‘ତୁ ମୋ ହାର୍ଟ ବିଟ’ ଶୁଭ ମୁହୁରତ ଭୁବନେଶ୍ବରସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ଏହି ଦୁଇଟି ଫିଲ୍ମରେ ନଜର ଆସିବେ ନବାଗତ ସୌରଭ । ତାଙ୍କ ସହ ରୋମାନ୍ସ କରିବେ ଜ୍ୟୋତି ଓ ସମିତା । ଦୁଇଟି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅମରଜିତ ଓଝା । ‘ଲଭ ବାର୍ଡ,ଦୁଇଟି ହୃଦୟ ଗୋଟିଏ କଥା’ ପ୍ରଯୋଜନା କରିଛନ୍ତି ଦିବ୍ୟାଶା ମହାନ୍ତି ।

odia film muhurat
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଫିଲ୍ମକୁ ସଙ୍ଗୀତରେ ସଜେଇଛନ୍ତି ଶାନ୍ତନୁ ନାୟକ । ଦର୍ଶକମାନଙ୍କୁ ଖୁବ ଶୀଘ୍ର ଏହି ଦୁଇଟି ପ୍ରେମ କାହାଣୀ ଦେଖିବାକୁ ମିଳିବ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡିଆ ଫିଲ୍ମ ଲଭ ବାର୍ଡ ଦୁଇଟି ହୃଦୟ ଗେଟିଏ କଥା ର ଶୁଭ ମୁହୂରତBody:ଓଡିଆ ଫିଲ୍ମ ଲଭ ବାର୍ଡ ଦୁଇଟି ହୃଦୟ ଗେଟିଏ କଥା ର ଶୁଭ ମୁହୂରତ ଆଜି ଭୁବନେଶ୍ୱର ସ୍ଥିତ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର କରି ଏହି ଫିଲ୍ମ ରେ ନଜର ଆସବେ ନବାଗତ ଅଭିନେତା ସୌରଭ ଓ ଅଭିନେତା ଜ୍ୟୋତି। ଫିଲ୍ମ ଟି ରେ ନିର୍ଦ୍ଦେଶନା ଦେଇଛନ୍ତି ଅମରଜିତ ଓଝା, ପ୍ରାଜେଜନା କରିଛନ୍ତି ଦିବ୍ୟଶା ମହାନ୍ତି, । ମିୟୁଜିକ ଦାଇତ୍ୱ ତୁଲାଇଛନ୍ତି ଶାନ୍ତନୁ ନାୟକ। ଫିଲ୍ମ ଟି ବହୁ ଶିଘ୍ର ବଡ଼ ପାରଦା କୁ ଆସିବ ଓ ଦର୍ଶକ ମାନଙ୍କୁ ଏକ ନିଛକ ପ୍ରେମ କାହାଣୀ ଦେଖାଇବ ବୋଲି କୁହାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.