ETV Bharat / sitara

‘ପପୁଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକ’

ବିବାଦ ପରେ ବିବାଦ । ଗୋଟେ ବିବାଦରୁ ବାହାରି ନଥିବା ବେଳେ ଅନ୍ୟ ଏକ ବିବାଦରେ ଫସିଛନ୍ତି ପପୁ । ରାନୁ ମଣ୍ଡଳଙ୍କ ନକଲ କରି ବିବାଦରେ ପପୁ ।

author img

By

Published : Aug 27, 2019, 2:11 PM IST

Updated : Aug 27, 2019, 4:37 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ପପୁଙ୍କ ମାନସିକ ବିକୃତି ହୋଇଛି ଓ ତାଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସମାଜସେବୀ ଲିଙ୍କନ ସୁବୁଦ୍ଧି। ନିକଟରେ ରାନୁ ମଣ୍ଡଳଙ୍କ ନକଲ କରି ବିବାଦ ଘେରକୁ ଆସିଛନ୍ତି କମେଡି କିଙ୍ଗ ପପୁ ପମ ପମ । ଟିିକଟକରେ ଭିଡିଓ କରି ଫସିଛନ୍ତି କମେଡି କିଙ୍ଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ମାମଲାରେ ନିଜ ମତ ରଖିଥିଲେ ସମାଜସେବୀ ଲିଙ୍କନ ସୁବୁଦ୍ଧି । ରାନୁଙ୍କୁ ସମ୍ମାନ ଦେବା ବଦଳରେ ତାଙ୍କୁ ନେଇ ଥଟ୍ଟା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଥିଲେ । ଏହା ଦୁଃଖର ବିଷୟ ବୋଲି କହିବା ସହ ପପୁଲାରିଟି ପାଇବା ପାଇଁ ନା ମିମିକ୍ କଳାକାର ହେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ପୂର୍ବରୁ ‘ମିଷ୍ଟର କହ୍ନେୟା’ ପୋଷ୍ଟର ପାଇଁ ମଧ୍ୟ ବିବାଦରେ ଫସିଥିଲେ ପପୁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପପୁ ମାନସିକ ଚିକତ୍ସା ଆବଶ୍ୟକ। ବାରମ୍ବାର ଅଭିଯୋଗ କରିବା ଜଣଙ୍କ ଉପରେ ଭଲ ଲାଗୁନି, ଲିଙ୍କନ ସୁବୁଦ୍ଧି, ସମାଜସେବୀ।

Body:ପପୁ ମାନସିକ ଚିକତ୍ସା ଆବଶ୍ୟକ।

Conclusion:
Last Updated : Aug 27, 2019, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.