ETV Bharat / sitara

କନ୍ନଡ ଆକ୍ଟର ଧ୍ରୁବ କୋରୋନା ପଜିଟିଭ

ପୁଣି କୋରୋନା ସଂକ୍ରମିତ ଆଉ ଜଣେ ଷ୍ଟାର୍ସ । ଏଥର ବଲିଉଡର ନୁହେଁ କିମ୍ବା ହଲିଉଡ ନୁହେଁ ବରଂ ସାଉଥ ଅଭିନେତା ଧ୍ରୁବ କୋରୋନା ପଜିଟିଭ ବାହାରିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jul 15, 2020, 8:11 PM IST

ଚେନ୍ନାଇ: ଧିରେ ଧିରେ କରି ସେଲିବ୍ରିଟିଙ୍କ ଘରେ କୋରୋନା ପ୍ରକୋପ ଦେଖିବାକୁ ମିଳିଲାଣି। ଏଯାବତ ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି ଛୋଟ ପରଦାରୁ ନେଇ ବଡ ପରଦାର ସେଲିବ୍ରିଟି । ନିକଟରେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ପରିବାରର ଆଉ ତିନି ଜଣ କୋରୋନା ପଜିଟିଭି ବାହାରିଥିଲେ । ଯାହାକୁ ନେଇ ଦୁଃଖି ଦୋଇଯାଇଥିଲେ ଫ୍ୟାନ୍ସ । ଆଉ ବଚ୍ଚନ ପରିବାର ପାଇଁ ସୁସ୍ଥ କାମନା ମଧ୍ୟ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ସାଉଥ ସେଲିବ୍ରିଟିଙ୍କ ଘରେ କୋରୋନା ସଂକ୍ରମିତ ଖବର ପୁଣି ଫ୍ୟାନ୍ସଙ୍କୁ ନିରାଶ କରିଦେଇଛି।

ଆଜ୍ଞା ହଁ, କନ୍ନଡ ଆକ୍ଟର ଧ୍ରୁବ ସର୍ଜା ଓ ତାଙ୍କ ପତ୍ନୀ ପ୍ରେରଣା ଶଙ୍କର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଏହି ସୂଚନା ଦେଇଛନ୍ତି।

  • My wife and I have both been tested positive for COVID-19 with mild symptoms and hence chosen to get ourselves hospitalised. I’m sure we’ll be back all fine! All those who were in close proximity with us please get yourselves tested and remain safe.
    ಜೈ ಆಂಜನೇಯ 💪🏼

    — Dhruva Sarja (@DhruvaSarja) July 15, 2020 " class="align-text-top noRightClick twitterSection" data=" ">

ସେ ଟ୍ବିଟରରେ ଏକ ପୋଷ୍ଟ କରି ସଂକ୍ରମିତ ସୂଚନା ଦେବା ସହ କିଛି ଲୋକଙ୍କୁ କୋଭିଡ-19 ଟେଷ୍ଟ କରାଇବାକୁ ଅପିଲ ମଧ୍ୟ କରିଛନ୍ତି । ଯେଉଁମାନେ ଗତ କିଛି ଦିନରେ ସେମାନଙ୍କ ସମ୍ପର୍କରେ ଆସିଛନ୍ତି, ସେମାନ ନିହାତି ଟେଷ୍ଟ କରାଆନ୍ତୁ ବୋଲି କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.