ETV Bharat / sitara

ଫୋବର୍ସ 30ରେ ସାଉଥ ସୁପରଷ୍ଟାର ବିଜୟ

ଟଲିଉଡ ଅଭିନେତା ବିଜୟ ଦେବରକୋଣ୍ଡା ଏବେ ସଫଳତାର ଶୀର୍ଷରେ । ଆଉ ସେଥିପାଇଁ ବିଜୟଙ୍କ ଫ୍ୟାନ ଫଲୋୟର୍ସ ବି କାହିଁରେ କଣ । ହେଲେ ଏବେ ସେ ପ୍ରଖ୍ୟାତ ଫୋବର୍ସ ମାଗାଜିନରେ 30ବର୍ଷ ମଧ୍ୟରେ ଟପ 30 ୟଙ୍ଗ ପିପୁଲରେ ସ୍ଥାନ ପାଇଁ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 6, 2019, 11:53 AM IST

ହାଇଦ୍ରାବାଦ: ଟଲିଉଡ ଅଭିନେତା ବିଜୟ ଦେବରକୋଣ୍ଡା ଏବେ ସଫଳତାର ଶୀର୍ଷରେ । ଆଉ ସେଥିପାଇଁ ବିଜୟଙ୍କ ଫ୍ୟାନ ଫଲୋୟର୍ସ ବି କାହିଁରେ କଣ । ହେଲେ ଏବେ ସେ ପ୍ରଖ୍ୟାତ ଫୋବର୍ସ ମାଗାଜିନରେ 30ବର୍ଷ ମଧ୍ୟରେ ଟପ 30 ୟଙ୍ଗ ପିପୁଲରେ ସ୍ଥାନ ପାଇଁ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ।

  • I was 25. Andhra Bank lo 500 Rs. min balance maintain cheyakapothe lock chesinru account. Dad said settle before 30 - That way you can enjoy your success when you are young and parents are healthy.

    4 years later -
    Forbes Celebrity 100, Forbes 30 under 30. pic.twitter.com/6EVUJwmeZA

    — Vijay Deverakonda (@TheDeverakonda) February 4, 2019 " class="align-text-top noRightClick twitterSection" data=" ">
undefined

ବିଜୟ ତାଙ୍କର ଏହି ସଫଳତାର କାହାଣୀ ନିଜ ସୋସିଆଲ ମିଡିଆରେ ପ୍ରକାଶ କରି ଲେଖିଛନ୍ତି, 'ମୁଁ 25ବର୍ଷର ଥିଲି । ଆନ୍ଧ୍ରା ବ୍ୟାଙ୍କରେ ମାତ୍ର 500ଟଙ୍କା ରଖିପାରୁନଥିବାରୁ ଆକାଉଣ୍ଟ ବ୍ଲକ ହୋଇଯାଇଥିଲା । ପିତା କହିଥିଲେ 30 ପୂର୍ବରୁ ଆର୍ଥିକ ପରିସ୍ଥିତିରେ ସୁଧାର ଆଣ । ଏହାଦ୍ବାରା ତୁମେ ଯୁବାବସ୍ଥାର ଓ ପିତାମାତାଙ୍କୁ ତୁମ ସଫଳତାର ଆନନ୍ଦ ଦେଇପାରିବ । 4ବର୍ଷ ପରେ ଫୋବର୍ସ ସେଲିବ୍ରିଟି 100, ଫୋବର୍ସ 30 ଅଣ୍ଡର 30 ।'

'ଗୀତ ଗୋବନ୍ଦ' ଅଭିନେତା ବିଜୟ 2011ରେ ଫିଲ୍ମ 'ନୁଭିଲ୍ଲା' ଦ୍ବାରା କ୍ୟାରିୟର ଆରମ୍ଭ କରିଥିବାବେଳେ ଫିଲ୍ମ 'ଅର୍ଜୁନ ରେଡ୍ଡୀ'ତାଙ୍କୁ ଦେଇଥିଲା ବ୍ଲକବଷ୍ଟର ହିଟ । ତେବେ ଫୋବର୍ସ ଲିଷ୍ଟରେ ୟୁଟ୍ୟୁବ ଷ୍ଟାର ପ୍ରାଜକ୍ତା କୋଲୀ, କ୍ରିକେଟର ସ୍ମୃତି ମାନ୍ଧନା, ଆଥଲେଟ ହିମା ଦାସ ଓ ନିରଜ ଚୋପ୍ରା ମଧ୍ୟ ସ୍ଥାନ ପାଇଛନ୍ତି । ବିଜୟ ଆଗାମୀ ଫିଲ୍ମ 'ଡିୟର କୋମରାଡେ'ର ସୁଟିଂରେ ଏବେ ବ୍ୟସ୍ତ ।

Intro:Body:

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସର ବ୍ୟାପକ ପ୍ରସ୍ତୁତି

କଳାହାଣ୍ଡି: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ କଂଗ୍ରେସ ସରକାର ଗଢିବା ପରେ ଏବେ ରାହୁଲଙ୍କ ଫୋକସରେ ରହିଛି ଓଡିଶା । ଏନେଇ ବୁଧବାର ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସୁଛନ୍ତି । ରାହୁଲ ନିଜ ଓଡିଶା ଗସ୍ତରେ ଭବାନୀପାଟଣା ଓ ରାଉରକେଲାଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରାଧାକୃଷ୍ଣନଗରର ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାସ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ତତ୍ତ୍ବାବଧାନରେ ଭବାନୀପାଟଣାଠାରେ ସମାବେଶର ଆୟୋଜନ କରାଯାଇଛି । ସମାବେଶରେ ଯୋଗ ଦେବାକୁ ଥିବା ପ୍ରାୟ 1 ଲକ୍ଷ ଲୋକଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏଥିସହ ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି 10 ପ୍ଲାଟୁନ ପୋଲିସ ଫୋର୍ସ, 5 ପ୍ଲାଟୁନ ହୋମଗାର୍ଡ, 2ଟି ଡଗ ସ୍କ୍ବାର୍ଡ ସହ 20ଟି ହ୍ୟାଣ୍ଡ ମେଟାଲିକ ଡିଟେକ୍ଟର ଟିମ ନିୟୋଜିତ କରାଯାଇଛି । ସମାବେଶ ପାଇଁ ଥିବା 17ଟି ପ୍ରବେଶ ପଥର ଡିଏଚଏମଡି ଗେଟରେ ତନଖି ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ସମାବେଶରେ ରାହୁଲ ଗାନ୍ଧୀଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଭବାନୀପାଟଣାରେ ପହଞ୍ଚି ସାରିଛନ୍ତି । 2019 ନିର୍ବାଚନରେ କଂଗ୍ରେସ ପୁଣି ଶାସନକୁ ଫେରିବା ନେଇ କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖା ଦେଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.