ETV Bharat / sitara

ଆଭେଞ୍ଜର୍ସ ଏଣ୍ଡଗେମ: ଦୁଇଦିନର ବ୍ୟବସାୟ 1825କୋଟି

ସବୁ ହଲିଉଡ ଫିଲ୍ମ ଅପେକ୍ଷା ଆଭେଞ୍ଜର୍ସ: ଏଣ୍ଡଗେମ ପାଇଁ ଫ୍ୟାନ୍ସଙ୍କ ମନରେ ଭରପୁର ଭଲପାଇବା ରହିଛି। ଭାରତ ଓ ଆମେରିକା ବ୍ୟତିତ ଫିଲ୍ମଟି ପ୍ରାୟ ସବୁ ଦେଶରେ ଦୁଇଦିନ ହେବ ରିଲିଜ କରାଯାଇଥିଲା । ତେବେ ଦୁଇଦିନରେ ଏହା 1825 କୋଟିର ବ୍ୟବସାୟ କରିଛି । ଭାରତରେ ଆଜି ଫିଲ୍ମ ରିଲିଜ କରାଯାଇଛି । ଆଶା ଯେ, ଭାରତରେ ମଧ୍ୟ ସୁପରହିରୋଙ୍କ ଦବଦବା ଦେଖିବାକୁ ମିଳିବ।

author img

By

Published : Apr 26, 2019, 2:05 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ସୁପରହିରୋଙ୍କ ଦୁନିଆ ପରଦା ଉପରେ ନିଜ ଜାଦୁ ଦେଖେଇଲାଣି । ଆମେ କହୁଛୁ ଆଭେଞ୍ଜର୍ସ: ଏଣ୍ଡଗେମ ବିଷୟରେ । ଦୁନିଆ ସାରା ଆଭେଞ୍ଜର୍ସରର କ୍ରେଜ୍ ଦେଖିବାକୁ ମିଳିଛି । ଭାରତ ଓ ଆମେରିକାକୁ ଛାଡି ଫିଲ୍ମଟି ପ୍ରାୟ ସବୁ ଦେଶରେ ରିଲିଜ କରାଯାଇଛି । ରିଲିଜର ଦୁଇଦିନରେ ସାରାଦେଶରୁ ପ୍ରାୟ 1825କୋଟିର ବ୍ୟବସାୟ କରିସାରିଲାଣି । କେବଳ ଚୀନରୁ ହିଁ 1000କୋଟିର ବ୍ୟବସାୟ ହୋଇଛି ।

Avengers: endgame
ଫାଇଲ ଫଟୋ

ଭାରତ ଓ ଆମେରିକାରେ ଆଜି ଫିଲ୍ମ ରିଲିଜ ହୋଇଛି । ଆଶା କରାଯାଉଛି ପ୍ରଥମ ଦିନରେ ଏହା ପାଖାପାଖି 40-50କୋଟିର ବ୍ୟବସାୟ କରିବ । ଆଭେଞ୍ଜର୍ସ ପାଇଁ ଫ୍ୟାନ୍ସଙ୍କ ମନରେ ଭରପୁର ଭଲପାଇବା ରହିଛି । ଭାରତରେ ଫିଲ୍ମକୁ ନେଇ କୁହାଯାଇପାରେ କି, ଏହା ବାହୁବଲି-2ର ରେକର୍ଡକୁ ଭାଙ୍ଗି ପାରେ। ଏବେ ଦେଖିବା ବାକି ରହିଲା ଫିଲ୍ମକୁ ନେଇ ଦୁନିଆସାରା କେତେ ବ୍ୟବସାୟ ହେଉଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.