ETV Bharat / sitara

ଅଖିଲ ଅକିନେନୀ ଦେଲେ ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜ

author img

By

Published : Aug 22, 2019, 2:06 PM IST

ଟ୍ବିଟ କରି ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜ ଆଣିଲେ ସାଉଥ ଅଭିନେତା ଅଖିଲ ଅକିନେନି । ସହରକୁ ଗ୍ରୀନ ଓ ସ୍ବଚ୍ଛ କରିବାକୁ ଚାହାଁନ୍ତି ଅଭିନେତା।

ଫଟୋ ସୌଜନ୍ୟ: ଟ୍ବିଟର/@AkhilAkkineni8

ହାଇଦ୍ରାବାଦ: ସାଉଥ ହିରୋ ଅଖିଲ ଅକିନେନୀ ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜ ପୁରା କରିଛନ୍ତି ଓ ଆଗକୁ ଦୁଇ ଭାଇ ନାଗା ଚୈତ୍ୟନା ଓ ବରୁଣ ତେଜଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ସାସଂଦ ସନ୍ତୋଷ କୁମାର ଆଖିଲଙ୍କୁ ଏହି ଚ୍ୟାଲେଞ୍ଜ ଦେଇଥିଲେ ।

akhil akkineni
ଫଟୋ ସୌଜନ୍ୟ: ଟ୍ବିଟର/@AkhilAkkineni8

ସହରରେ ଫ୍ରେସ ଏୟାର ପାଇବା ପାଇଁ ଓ ସ୍ବଚ୍ଛ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଟ୍ବିଟରରେ ଗଛ ଲଗାଉଥିବାର ଫଟୋ ସେୟାର କରି ଏହି ବାର୍ତ୍ତା ଦେଇଛନ୍ତି ଅଖିଲ୍ । ଆଗକୁ ଅଖିଲଙ୍କୁ ତେଲୁଗୁ ଫିଲ୍ମରେ ଦେଖିବାକୁ ମିଳିବ, ଫିଲ୍ମର ପ୍ରଯୋଜନା କରିବେ ଅଲୁ ଅରବିନ୍ଦ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.