ETV Bharat / sitara

'ବାଲା'କୁ ନେଇ ଗର୍ବିତ ୟାମୀ

ଖୁବଶୀଘ୍ର ଆୟୁଷ୍ମାନଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିବ 'ବାଲା' ଫିଲ୍ମରେ । ତାଙ୍କ ସହ ଫିଲ୍ମରେ ନଜର ଆସିବେ ୟାମୀ ଓ ଭୂମି ।

author img

By

Published : Jul 8, 2019, 9:32 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟାମୀ ଗୌତମ

ମୁମ୍ବାଇ: ପାଖାପାଖି 7 ବର୍ଷ ପରେ ପୁଣି ପରଦାରେ ଟ୍ୟାଲେଣ୍ଟେଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଦେଖାଯିବେ ଅଭିନେତ୍ରୀ ୟାମୀ ଗୌତମ । 'ବାଲା' ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି ଏହି ଯୋଡି । ଯାହାର ସୁଟିଂ ନିକଟରେ ଶେଷ କରିସାରିଛନ୍ତି ୟାମୀ ।

ଫିଲ୍ମ ସୁଟିଂ ଶେଷ କରିବା ଅବସରରେ ୟାମୀ କହିଛନ୍ତି କି 'ବାଲା' ଅନେକ କାରଣ ପାଇଁ ଖାସ ହେବାକୁ ଯାଉଛି । ଫିଲ୍ମଟି ଜଣେ ଲଣ୍ଡା ବ୍ୟକ୍ତିର କାହାଣୀ । ଆଉ ସେ କିପରି ଅନେକ ସମସ୍ୟାର ସାମ୍ନା କରୁଛନ୍ତି, ତାନେଇ କାହାଣୀ ଆଧାରିତ ।

ଏକ ସାକ୍ଷାତକାରରେ ୟାମୀ କହିଥିଲେ କି ଅମର ଓ ଅନ୍ୟ କଳାକାରଙ୍କ ସହ କାମ କରି ସେ ବହୁତ ଗର୍ବିତ । ସେ ସୁଟିଂ ସମୟରେ ଅନେକ ଜିନିଷ ଶିଖିପାରିଛନ୍ତି । ସେ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଫିଲ୍ମରେ ସବୁ କଳାକାର ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଛନ୍ତି । ଫିଲ୍ମଟି ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିବ ।

ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ନଜର ଆସିବେ । ଆୟୁଷ୍ମାନ ଓ ୟାମୀ 'ବିକ୍କୀ ଡୋନର' ଫିଲ୍ମରେ ଏକାଠି ଅଭିନୟ କରିଥିଲେ ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.