ETV Bharat / sitara

କ୍ରିକେଟ୍ ଖେଳିଲେ ସନ୍ନି, ଦେଖନ୍ତୁ ଭିଡିଓ... - sunny-hits-six-while-playing-cricket-in-kerala

ନିକଟରେ ସନ୍ନି ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଟିମ ସହିତ କେରଳ ବିଚ୍ ନିକଟରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ...

watch-video-sunny-leone-hits-six-while-playing-cricket-in-kerala
କ୍ରିକେଟ୍ ଖେଳିଲେ ସନ୍ନି, ଦେଖନ୍ତୁ ଭିଡିଓ...
author img

By

Published : Jan 26, 2021, 10:25 PM IST

ନୂଆଦିଲ୍ଲୀ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ନେଇ ନୂଆ ଚର୍ଚ୍ଚା । ସାରା ବିଶ୍ବରେ ସନ୍ନିଙ୍କ ବହୁ ପ୍ରଶଂସକ ଅଛନ୍ତି । ସେ ପ୍ରାୟତଃ ନିଜର ଫଟୋ ଏବଂ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି । ନିକଟରେ ସନ୍ନି ଏପରି ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଟିମ ସହିତ କେରଳ ବିଚ୍ ପାଖରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି । କ୍ରିକେଟ୍ ଖେଳିବା ସମୟରେ ସନ୍ନି ଛକା-ଚୌକା ମାରିଛନ୍ତି ।

ଏବେ ସନ୍ନି ତାଙ୍କର ସୁଟ୍ ପାଇଁ କେରଳରେ ଅଛନ୍ତି ।

ସନ୍ନିଙ୍କ ଏହି କ୍ରିକେଟ୍ ଖେଳୁଥିବାର ଭିଡିଓକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରିବା ସହିତ ତାଙ୍କ କ୍ରିକେଟ୍ ଖେଳିବାର ଦକ୍ଷତାକୁ ବହୁ ପ୍ରଶଂସା କରୁଛନ୍ତି ।

ସନ୍ନି ଏହି ଭିଡିଓ ସେୟାର କରି ଏକ ମଜାଦାର କ୍ୟାପସନ୍ ଲେଖିଛନ୍ତି । ସନ୍ନି ଲେଖିଛନ୍ତି, -ଇଂଲଣ୍ଡକୁ ସାମ୍ନା କରିବା ପାଇଁ ମୁଁ ମୋର କିଟ୍ ପ୍ୟାକ୍ କରିବା ଉଚିତ୍ କି ?

ପ୍ରକାଶ ଥାଉ ଯେ, ସନ୍ନି ୱେବ୍ ସୋ 'ଅନାମିକା'ରେ ନଜର ଆସିବେ । ଏହି ଧାରାବାହିକର ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.