ETV Bharat / sitara

ପିଲାଦିନ ମନେପକାଇଲେ ବିବେକ

author img

By

Published : Jan 3, 2021, 8:36 PM IST

ରବିବାର ଦିନ ବିବେକ ଓବରୟ ନିଜ ପରିବାର ଫଟୋ ଟ୍ବିଟ କରିଛନ୍ତି । ଫଟୋରେ ପିଲାଦିନେ ବିବେକ ତାଙ୍କ ପିତା ତଥା ଅଭିନେତା ସୁରେଶ ଓବରୟଙ୍କ କୋଳରେ ବସିଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

Vivek Oberoi reveals his 'most blissful place'
ପିଲାଦିନର ପୁରୁଣା ସ୍ମୃତିକୁ ମନେପକାଇଲେ ବିବେକ

ନୂଆଦିଲ୍ଲୀ : ରବିବାର ଦିନ ବଲିଉଡ ଅଭିନେତା ବିବେକ ଆନନ୍ଦ ଓବରୟ ନିଜ ପରିବାର ଫଟୋ ଟ୍ବିଟ କରିଛନ୍ତି। ଫଟୋରେ ପିଲାଦିନେ ବିବେକ ତାଙ୍କ ପିତା ତଥା ଅଭିନେତା ସୁରେଶ ଓବରୟଙ୍କ କୋଳରେ ବସିଥିବାର ଦେଖିବାକୁ ମିଳିଥିଲା ।ଏହି ବ୍ଲାକ ଆଣ୍ତ ହ୍ବାଇଟ ଫଟୋରେ ବିବେକ ପିତାମାତା ଏବଂ ଭଉଣୀ ସହିତ ନଜର ଆସିଥିଲେ ।

  • Sitting on Dad's lap - the most blissful place in the world. Sharing the frame are the two most beautiful women who are my source of inspiration and unshakeable strength! Love you all to the moon and back!
    Koi lauta de mujhe bachpan ke din! #ChildhoodMemories#Throwback pic.twitter.com/zPoW3Kh75o

    — Vivek Anand Oberoi (@vivekoberoi) January 3, 2021 " class="align-text-top noRightClick twitterSection" data=" ">

ଫଟୋରେ ବିବେକ ଟ୍ବିଟ୍ କରି କହିଛନ୍ତି, ବାବାଙ୍କ କୋଳରେ ବସିବା...ଦୁନିଆର ସବୁଠାରୁ ଆନନ୍ଦମୟ ସ୍ଥାନ । ଫ୍ରେମ୍ ରେ ଦୁଇଜଣ ସୁନ୍ଦର ମହିଳା ଯେଉଁମାନେ ମୋର ପ୍ରେରଣା ଏବଂ ଅବିସ୍ମରଣୀୟ ଶକ୍ତି ! ତୁମ ସମସ୍ତଙ୍କୁ ବହୁତ ସାରା ଭଲପାଇବା । #Koi lauta de mujhe bachpan ke din ! # ଚାଇଲ୍ଡ ମେମୋରୀ ।

ପ୍ରକାଶ ଥାଉ ଯେ, ବିବେକ ଶେଷ ଥର ପାଇଁ 2019 ଚଳଚ୍ଚିତ୍ର “ପିଏମ ନରେନ୍ଦ୍ର ମୋଦି” ରେ ଅଭିନୟ କରିଥିଲେ।

ଆଗାମୀ ସମୟରେ, ବିବେକଙ୍କୁ ହରର୍ ଫ୍ଲିକ୍ “ରୋଜି: ଦ ସାଫ୍ରନ୍ ଚାପ୍ଟର” ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.