ETV Bharat / sitara

ସଞ୍ଜୟଙ୍କ ଭାଇରାଲ ଫଟୋ ଦେଖି ଚିନ୍ତାରେ ଫ୍ୟାନ୍ସ

author img

By

Published : Oct 4, 2020, 10:40 PM IST

Updated : Oct 5, 2020, 7:08 AM IST

ସୋସିଆଲ ମିଡିଆରେ ସଞ୍ଜୟଙ୍କ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବହୁତ ଦୁର୍ବଳ ଦେଖାଯାଉଛନ୍ତି । ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି । ଅଧିକ ପଢନ୍ତୁ...

Viral pic of Sanjay Dutt leaves fans worrying about his health
ସଞ୍ଜୟଙ୍କ ଭାଇରାଲ୍ ଫଟୋ ଦେଖି ଚିନ୍ତା କଲେ ଫ୍ୟାନ୍ସ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ବହୁତ ଦୁର୍ବଳ ଦେଖାଯାଉଛନ୍ତି । ଭାଇରାଲ ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହି ଫଟୋରେ ଜଣେ ୟୁଜର୍ସ ଲେଖିଛନ୍ତି, "ବାବା ବହୁତ ଦୁର୍ବଳ ଦେଖାଯାଉଛନ୍ତି । ମୁଁ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ଆଶା କରୁଛି ସେ ଶୀଘ୍ର ଭଲ ହୋଇଯିବେ । ସଞ୍ଜୟଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ଠିକ୍ ନାହିଁ । ଅଗଷ୍ଟ 11ରେ, ସଞ୍ଜୟ ସୋସିଆଲ ମିଡିଆରେ କହିଥିଲେ ଯେ ସେ ଚିକିତ୍ସା ପାଇଁ କିଛି ଦିନ ପାଇଁ କାମରୁ ଛୁଟି ନେବେ ।

ଏଥି ସହିତ ସଞ୍ଜୟଙ୍କ ସ୍ବାସ୍ଥ୍ୟ ବିଷୟରେ ଫିଲ୍ମ ଇଣ୍ଡଷ୍ଟ୍ରିର କୋମଲ ନାହଟା କହିଥିଲେ ଯେ, ଅଭିନେତା ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସ ରରେ ପୀଡିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2020, 7:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.