ETV Bharat / sitara

ରାଜିକୁ 2 ବର୍ଷ, ନିର୍ଦ୍ଦେଶିକାଙ୍କୁ ଭିକ୍କୀଙ୍କ ଧନ୍ୟବାଦ

author img

By

Published : May 11, 2020, 7:00 PM IST

ପୂର୍ବରୁ ଫିଲ୍ମର ପ୍ରଯୋଜକ କରଣ ଜୋହର ଏ ୱତନ ଗୀତ ସହ ଫିଲ୍ମର ଏକ ସିନ ସେୟାର କରିଥିଲେ । 2018ରେ ଆସିଥିବା ଫିଲ୍ମରେ ଭିକ୍କୀଙ୍କ ସହ ଆଲିୟା ଲିଡ ରୋଲରେ ଥିଲେ । ଅଧିକ ପଢନ୍ତୁ...

ରାଜିକୁ 2 ବର୍ଷ, ନିର୍ଦ୍ଦେଶିକାଙ୍କୁ ଭିକ୍କୀଙ୍କ ଧନ୍ୟବାଦ
ରାଜିକୁ 2 ବର୍ଷ, ନିର୍ଦ୍ଦେଶିକାଙ୍କୁ ଭିକ୍କୀଙ୍କ ଧନ୍ୟବାଦ

ମୁମ୍ବାଇ: ଆକ୍ସନ, ଯାସୁସ ଓ ଥ୍ରିଲର ଫିଲ୍ମ ରାଜିକୁ ସୋମବାର 2 ବର୍ଷ ପୁରିଛି । ଏଥିପାଇଁ ଫିଲ୍ମର ଲିଡ୍ ଆକ୍ଟର ଭିକ୍କୀ କୌଶଳ ସୋସିଆଲ ମିଡିଆରେ ଏକ ଥ୍ୟାଙ୍କ ୟୁ ନୋଟ ଲେଖିଛନ୍ତି । ନିର୍ଦ୍ଦେଶିକା ଓ ପ୍ରଯୋଜକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ଭିକ୍କୀ ଫିଲ୍ମରୁ ନିଜର ଏକ ଲୁକ ସେୟାର କରି କହିଛନ୍ତି ଯେ ରାଜିକୁ 2 ବର୍ଷ । ଏପରି ଏକ ସୁନ୍ଦର ଯାତ୍ରାରେ ମୋତେ ସୁଯୋଗ ଦେଇଥିବାରୁ ନିର୍ଦ୍ଦେଶିକା ମେଘନା ଗୁଲଜାର ଓ ପ୍ରଯୋଜକ କରଣ ଜୋହରଙ୍କୁ ଧନ୍ୟବାଦ । ପୋଷ୍ଟ ହେବାର 19 ମିନିଟ୍ ଭିତରେ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି ।

ପୂର୍ବରୁ ଫିଲ୍ମର ପ୍ରଯୋଜକ କରଣ ଜୋହର ଏ ୱତନ ଗୀତ ସହ ଫିଲ୍ମର ଏକ ସିନ ସେୟାର କରିଥିଲେ । 2018ରେ ଆସିଥିବା ଫିଲ୍ମରେ ଭିକ୍କୀଙ୍କ ସହ ଆଲିୟା ଲିଡ ରୋଲରେ ଥିଲେ । 1971 ଭାରତ-ପାକିସ୍ତାନ ଯୁଦ୍ଧ ସମୟର ଏହି କାହାଣୀ ଥିଲା । ବିଶ୍ବବ୍ୟାପୀ ଏହା ପ୍ରାୟ 207 କୋଟି ଇନକମ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.