ETV Bharat / sitara

ଉରି ବେସ କ୍ୟାମ୍ପରେ ପହଞ୍ଚିଲେ ବିକି

author img

By

Published : Mar 7, 2021, 10:12 PM IST

ନିକଟରେ ବଲିଉଡ ଅଭିନେତା ବିକି କୌଶଲ କାଶ୍ମୀରର ଉରି ବେସ କ୍ୟାମ୍ପରେ ପହଞ୍ଚିଛନ୍ତି । ତାଙ୍କୁ ଭାରତୀୟ ସେନା ପକ୍ଷରୁ ନିମନ୍ତ୍ରଣ ପଠାଯାଇଥିଲା ।

Vicky Kaushal spends his Sunday at Uri Base Camp
କାଶ୍ମୀରର ଉରି ବେସ କ୍ୟାମ୍ପରେ ପହଞ୍ଚିଲେ ବିକି

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ବିକି କୌଶଲ କାଶ୍ମୀରର ଉରି ବେସ କ୍ୟାମ୍ପରେ ପହଞ୍ଚିଛନ୍ତି। ତାଙ୍କୁ ଭାରତୀୟ ସେନା ପକ୍ଷରୁ ନିମନ୍ତ୍ରଣ ପଠାଯାଇଥିଲା ।

ବିକି ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଉରି କ୍ୟାମ୍ପ ଭ୍ରମଣର ଫଟୋ ସେୟାର କରିଛନ୍ତି । ଏହା ସହିତ ସେ ଭାରତୀୟ ସେନାକୁ ଧନ୍ୟବାଦ ଦେଇଛନ୍ତି ।

ରବିବାର ବିକି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ଫଟୋ ସେୟାର କରିଛନ୍ତି । ଦୁଇଟି ଫଟୋଗ୍ରାଫରେ ସେ ଯବାନମାନଙ୍କ ସହିତ ନଜର ଆସିଛନ୍ତି ଏବଂ ତୃତୀୟ ଫଟୋରେ ତାଙ୍କୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ।

ଏହି ପୋଷ୍ଟ ସହିତ କ୍ୟାପସନରେ ବିକି ଲେଖିଛନ୍ତି, 'ମତେ କାଶ୍ମୀରର ଉରି ବେସ କ୍ୟାମ୍ପ ନିମନ୍ତ୍ରଣ କରିଥିବାରୁ ଭାରତୀୟ ସେନାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ତୁମେ ମୋତେ ସ୍ଥାନୀୟ ଲୋକଙ୍କ ସହିତ ଗୋଟିଏ ଦିନ ବିତାଇବାକୁ ସୁଯୋଗ ଦେଇଛ । ଆମର ମହାନ ସେନାଙ୍କ ମଧ୍ୟରେ ରହିବା ମୋର ସବୁଠାରୁ ଗୌରବର ବିଷୟ । ଧନ୍ୟବାଦ । ' ଜୟ ହିନ୍ଦ' ।

ବିକିଙ୍କ ଏହି ପୋଷ୍ଟକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି ।

ପ୍ରକାଶ ଥାଉ ଯେ, ବିକି ଙ୍କ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍' 2019 ରେ ସବୁଠାରୁ ବଡ ହିଟ୍ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.