ETV Bharat / sitara

ରଣବୀରଙ୍କୁ ବଡ ଭାଇ ମାନୁଛନ୍ତି ବରୁଣ

author img

By

Published : Feb 5, 2021, 12:01 PM IST

ଗୁରୁବାର ନିଜର 31ତମ ଜନ୍ମଦିନ ପାଳନ କରିଥିଲେ ବରୁଣ । ‘ଛିଛୋରୋ’ ଭଳି ଫିଲ୍ମରେ ଦମଦାର କମେଡି କରିଥିବା ବରୁଣ ଏବେ ‘ସର୍କସ’ରେ ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: କମେଡି ଆକ୍ଟର ବରୁଣ ଶର୍ମାଙ୍କ ହାତରେ ନୂଆ ଫିଲ୍ମ । ସବୁବେଳେ ଫିଲ୍ମରେ କମେଡି କରି ଦର୍ଶକଙ୍କୁ ହସାଉଥିବା ଆକ୍ଟର ଖୁବଶୀଘ୍ର ଆକ୍ସନ ଡାଇରେକ୍ଟର ରୋହିତ ସେଟ୍ଟୀଙ୍କ କମେଡି ଡ୍ରାମା ଫିଲ୍ମ ‘ସର୍କସ’ରେ ନଜର ଆସିବେ । ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର ସିଂ, ଜ୍ୟାକଲିନ ଫର୍ଣ୍ଣାଡିଜ ଏବଂ ପୂଡା ହେଗଡେ । ଗତ ବର୍ଷ ଫିଲ୍ମର ଘୋଷଣା କରିଥିଲେ ମେକର୍ସ ।

ଗୁରୁବାର ନିଜର 31 ତମ ଜନ୍ମଦିନ ପାଳନ କରିଥିବା ବରୁଣ ଫିଲ୍ମକୁ ନେଇ ଅନେକ କଥା ସେୟାର କରିଥିଲେ । ଆଉ ଜଣାଇଥିଲେ, ‘ରଣବୀର ଓ ରୋହିତଙ୍କ ଭଳି ଟ୍ୟାଲେଣ୍ଟେଡ କଳାକାରଙ୍କ ସହ କାମ କରିବାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି । ରଣବୀରଙ୍କ ମଧ୍ୟରେ ମୁଁ ବଡ ଭାଇର ରୂପ ଦେଖିବାକୁ ପାଇଛି । ତାଙ୍କ କାମ କରିବା ଶୈଳୀ ସବୁଠୁ ଭିନ୍ନ ।’

ସେପଟେ ରୋହିତଙ୍କ ନିର୍ଦ୍ଦେଶନାରେ ରଣବୀରଙ୍କ ଏହା ଦ୍ବିତୀୟ ଫିଲ୍ମ । ଏହି ଯୋଡି ପୂର୍ବରୁ ଆକ୍ସନ ଡ୍ରାମା ଫିଲ୍ମ ‘ସିମ୍ବା’ରେ କାମ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.