ETV Bharat / sitara

ବରୁଣଙ୍କ ରାପ ଭିଡିଓରେ ପିଏମ ମୋଦି

author img

By

Published : Mar 28, 2020, 8:14 AM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ବରୁଣ ଧୱନଙ୍କ ନୂଆ ଭିଡିଓ। ଲୋକଙ୍କୁ ସୁରକ୍ଷିତ ରହିବାକୁ କଲେ ଅପିଲ।

_varun dhawan
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ କୋରୋନା ଭାଇରସ ପ୍ରତି ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ଦେବାରେ ଲାଗିଛନ୍ତି। ସବୁ ସେଲିବ୍ରିଟି ନିଜ ନିଜ ଅନ୍ଦାଜରେ ଲୋକଙ୍କୁ ସୁରକ୍ଷିତ ରହିବାକୁ କରୁଛନ୍ତି ଅପିଲ। ଇତିମଧ୍ୟରେ ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନ 21 ଦିନ ଲକଡାଉନ ଉପରେ ଏକ ରାପ ଭିଡିଓ ସେୟାର କରିଛନ୍ତି। ସବୁଠାରୁ ମୁଖ୍ୟ କଥା ହେଲା ଯେ ତାଙ୍କ ଭିଡିଓରେ ପିଏମ ନରେନ୍ଦ୍ର ମୋଦିଙ୍କ ଲକଡାଉନ ଘୋଷଣା ସ୍ପିଚ ଦେଖିବାକୁ ମିଳୁଛି।

ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘21 ଦିନ ଲକଡାଉନ। ଘରେ ସୁରକ୍ଷିତ ରୁହନ୍ତୁ।’ ତାଙ୍କ ଏହି ରାପ ଭିଡିଓରେ ସେଲିବ୍ରିଟି ମଧ୍ୟ କମେଣ୍ଟ କରିବାରେ ଲାଗିଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି ଅର୍ଜୁନ କପୁର, ରାପର ବାଦଶାହ।

ପ୍ରକାଶ ଥାଉକି ବରୁଣ ଜନତା କର୍ଫ୍ୟୁ ଦନି ନିଜ ପରିବାର ସହ ବାଲକନିରେ ଘଣ୍ଟି ବଜାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.