ETV Bharat / sitara

ଟ୍ରେନରଙ୍କ ସହ ବରୁଣଙ୍କ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

author img

By

Published : Sep 14, 2019, 9:10 PM IST

ଜିମ ଟ୍ରେନରଙ୍କ ସହ ବରୁଣଙ୍କ ଡ୍ୟାନ୍ସ । ଜନ୍ମଦିନ ଅବସରରେ ସେୟାର କରିଛନ୍ତି ଭିଡିଓ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ହାଇଦ୍ରାବାଦ: ଜିମରେ ୱାର୍କ ଆଉଟରେ ବ୍ୟସ୍ତ ରହୁଥିବା ଅଭିନେତା ବରୁଣ ଧୱନ ବର୍ତ୍ତମାନ କରୁଛନ୍ତି ମସ୍ତି । ଜିମ ଟ୍ରେନରଙ୍କ ସହ ମସ୍ତି କରୁଛନ୍ତି ବରୁଣ । ‘ତୁମ ତୋ ଠେଏରେ ପରଦେଶୀ’ ଗୀତରେ ଡ୍ୟାନ୍ସ କରୁଛନ୍ତି କୁଲି ନମ୍ବର-1ର ଅଭିନେତା ବରୁଣ ଧୱନ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ

ଜିମ ଟ୍ରେନରଙ୍କୁ ଜନ୍ମଦିନର ଅଭିନନ୍ଦନ ଦେବା ସହ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି ବରୁଣ । ଭିଡିଓରେ ନିଜ ଆବ୍ସ ଦେଖାଇ ଧୁମ୍ ନାଚିଛନ୍ତି ସେ । ତେବେ ବରୁଣ ବର୍ତ୍ତମାନ କୁଲି ନମ୍ବର-1ର ସୁଟିଂରେ ବ୍ୟସ୍ତ । ଗୋବିନ୍ଦା ଓ କରିସ୍ମାଙ୍କ ସୁପରହିଟ ଫିଲ୍ମର ଏହା ରିମେକ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.