ETV Bharat / sitara

ବୋନିଙ୍କ ସମର୍ଥନରେ ଉର୍ବଶୀ - social media

ସୋସିଆଲ ମିଡିଆରେ ଘୁରିବୁଲୁଛି ଅଭିନେତ୍ରୀ ଉର୍ବଶୀ ରୌତେଲା ଓ ବୋନି କପୁରଙ୍କ ଏକ ଭିଡିଓ । ଯାହାକୁ ଆଧାର କରି ୟୁଜର୍ସ ଟ୍ରୋଲ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ବୋନିଙ୍କୁ ସପୋର୍ଟ କରି ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି ଉର୍ବଶୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଉର୍ବଶୀ ରୌତେଲା
author img

By

Published : Apr 3, 2019, 10:19 PM IST

ନୂଆଦିଲ୍ଲୀ: ବଲିଉଡ ହଟ୍ ଆକ୍ଟ୍ରେସ ଉର୍ବଶୀ ରୌତେଲା ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି । ଫିଲ୍ମ ନିର୍ମାତା ବୋନି କପୁରଙ୍କ ସହ ତାଙ୍କର ଏକ ଭିଡିଓ ଭାଇରାଲ ହେଲା ପରେ ସେ ସୋସିଆଲ ମିଡିଆରେ ନିଜ ଆପତ୍ତି ପ୍ରକାଶ କରିଛନ୍ତି । ଜଣାଇ ଦେଉଛୁ ଯେ ଏକ ପାର୍ଟି ରିସେପ୍ସନ ସମୟରେ ଉର୍ବଶୀ ଓ ବୋନି ଏକାଠି ନଜର ଆସିଥିଲେ । ଯେଉଁଠାରେ ବୋନିଙ୍କ ହାତ ଉର୍ବଶୀଙ୍କ ଅଣ୍ଟା ପାଖରେ ଦେଖାଯାଇଥିଲା । ଏହାପରେ ଆଉ କଣ ଥିଲା ସୋସିଆଲ ମିଡିଆରେ ଭିଡିଓଟିକୁ ସେୟାର କରାଯାଇ ବୋନିଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ଟ୍ରୋଲର୍ସ ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଯାହାର ଜବାବ ଏବେ ଦେଇଛନ୍ତି ଉର୍ବଶୀ । କଥାଟି ହେଲା କି ସୋସିଆଲ ମିଡିଆରେ ୟୁଜର୍ସ ବୋନିଙ୍କ ଦ୍ବାରା ଉର୍ବଶୀଙ୍କୁ ଟଚ୍ କରିବା ଉପରେ ଆପତ୍ତି ଦେଖାଇଛନ୍ତି । ଇଭେଣ୍ଟ ସମୟରେ ଯେତେବେଳେ ବୋନି ଓ ଉର୍ବଶୀ ସାମ୍ନାସାମ୍ନି ହୋଇଥିଲେ, ଦୁଇଜଣଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ଚାଲିଥିଲା । ଦୁଇଜଣ ଫଟୋ ସେଶନରେ ମଧ୍ୟ ଏକାଠି ଠିଆ ହୋଇଥିବା ଦେଖାଯାଇଛନ୍ତି । ସେହି ସମୟରେ ବୋନିଙ୍କ ହାତ ଉର୍ବଶୀଙ୍କ ଅଣ୍ଟା ପାଖରେ ନଜର ଆସିଥିଲା । ଏହାପରେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନେଇ କରିଥିଲେ ଖୁବ୍ ମଜାମସ୍ତି ।

  • I felt appalled and beyond shocked this morning when i saw social media flooded with trolls of me in a video with respected @BoneyKapoor Sir.
    He is a true Gentleman and it makes me feel extremely unhappy and miserable because the social sites/media don't even think twice before pic.twitter.com/VIzuCeeObV

    — URVASHI RAUTELA (@UrvashiRautela) April 2, 2019 " class="align-text-top noRightClick twitterSection" data=" ">

ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଖିବା ପରେ ଉର୍ବଶୀ ଖୁବ୍ ରାଗିଯାଇଥିଲେ । ସେ ଏହାର ଜବାବ ଦେଇ ସୋସିଆଲ ମିଡିଆରେ ବୋନିଙ୍କ ସମର୍ଥନ କରିଥିଲେ । ସେ ଲେଖିଥିଲେ କି ସୋସିଆଲ ମିଡିଆରେ ତାଙ୍କୁ ଓ ସମ୍ମାନିତ ବୋନି ସାରଙ୍କ ଭିଡିଓକୁ ଆଧାର କରି ଟ୍ରୋଲର୍ସଙ୍କ ବନ୍ୟା ଆସିଯାଇଛି । ସେ ଜଣେ ଟ୍ରୁ ଜେଣ୍ଟଲମ୍ୟାନ । ଏପରି କଥାରେ ଖୁବ୍ ଦୁଃଖ ଅନୁଭବ ହେଉଛି । ସୋସିଆଲ ମିଡିଆରେ ଏଭଳି କରିବା ପୂର୍ବରୁ କେହି ମଧ୍ୟ ଦ୍ବିତୀୟଥର ଭାବୁନାହାଁନ୍ତି ।

Intro:Body:

दुनिया की 8 सबसे हॉट भारतीय महिला मॉडल.....

गैलरी के बारे में

------------------------------------

-------------------------------

1- मॉडल-एक्ट्रेस एंजेला जॉनसन ने 2011 में किंगफिशर कैलेंडर मॉडल हंट का खिताब जीतकर एक नया मुकाम हासिल किया. 28 फरवरी, 1990 को चेन्नई में जन्मी एंजेला ने कुछ बॉलीवुड फिल्मों में भी काम किया है. वह वर्ष 2011 में टाइम्स ऑफ़ इंडिया के सर्वे में टॉप 50 में मोस्ट डिजायरेबल वूमेंस की फेहरिस्त में भी शामिल हो चुकीं हैं.

2- निकोल फारिया ने मिस अर्थ 2010 जीता और मिस अर्थ जीतने वाली भारत की पहली महिला बनीं. बंगलौर की सुंदरी कई फैशन पत्रिकाओं जैसे एले, वोग, कॉस्मोपॉलिटन में भी काम कर चुकीं हैं.

3- उत्तराखंड के एक छोटे से शहर में जन्मीं सोनम बाजवा 2012 में फेमिना मिस इंडिया प्रतियोगिता में भाग लेने के कारण सुर्खियों में आईं. मॉडलिंग के अलावा, सोनम को पंजाबी और तमिल फिल्मों में हॉट ब्यूटी के रूप में भी जाना जाता है. साथ ही सोनम ब्लॉक बस्टर फिल्म “पंजाब 1984” में लीडिंग रोल में भी नजर आ चुकी हैं.

4- एक अन्य युवा मॉडल, अदिति आर्य को लीडिंग भारतीय मॉडल में गिना जाता है. उन्होंने फेमिना मिस इंडिया वर्ल्ड 2015 का खिताब जीता था.

5- सुप्रिया आइमन को 2012 में बिहार की राजकुमारी के रूप में ताज पहनाया गया. साथ ही सुप्रिया जापान के टोक्यो में आयोजित मिस इंटरनेशनल 2015 में भारत का प्रतिनिधित्व करने के लिए शीर्ष पर थीं. हॉट मॉडल सुप्रिया ने कई बड़े ब्रांड्स जैसे कि Sunsilk, Biba Apparels, Lolral, Pantaloons Fashion और Retail का समर्थन भी किया है.

6- शर्लिन चोपड़ा जो कई बॉलीवुड फिल्मों में नज़र आ चुकी हैं. वह अमेरिकी पुरुषों की पत्रिका 'प्लेबॉय' के लिए न्यूड पोज देने वाली पहली भारतीय मॉडल थीं. मॉडल शर्लिन को अपनी बोल्डनेस के चलते विवादों में रहना पड़ा. साथ ही उन्हें अब तक की सबसे हॉट मॉडल में भी गिना जाता है.

7- पूनम पांडे ने मॉडलिंग में अपना करियर शुरू किया. साथ ही बॉलीवुड और टॉलीवुड की कई फिल्मों में काम किया. वह 'ग्लैडरैग्स 2010' के शीर्ष नौ प्रतियोगियों में से एक थीं.

8- उर्वशी रौतेला अब तक की सबसे अधिक सौंदर्य प्रतियोगिता जीतने वाली सबसे कम उम्र की हॉट मॉडल हैं. उर्वशी को युवा और सेक्सी महिला के रुप में दुनिया की सबसे सफल मॉडल में से एक माना जाता है.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.