ETV Bharat / sitara

କବିତାଙ୍କ ଘରେ ହରର ଫିଲ୍ମ ! - ଅଭିନେତ୍ରୀ କବିତା କୌଶିକଙ୍କ ଆଗାମୀ ସଟ ଫିଲ୍ମ

ଲକଡାଉନ ସମୟରେ ଅଭିନେତ୍ରୀ କବିତା ତାଙ୍କ ପ୍ରଶଂସକଙ୍କୁ ଭିନ୍ନ ଅନ୍ଦାଜରେ ମନୋରଞ୍ଜନ କରିବେ । ସେ ହରର ସଟ ଫିଲ୍ମ ଡୁ ନଟ ଡ୍ରିମ ନେଇ ଫେରିବେ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 25, 2020, 10:10 PM IST

ମୁମ୍ବାଇ: ଛୋଟ ପରଦାରର ଫେମସ ଅଭିନେତ୍ରୀ କବିତା କୌଶିକ କିଛି ଦିନ ହେବ ଚର୍ଚ୍ଚାରେ। ଲକଡାଉନରେ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ ଏକ ନୂଆ ଅନ୍ଦାଜ ଖୋଜିଛନ୍ତି । ସେ ନିଜ ଘରେ ଏକ ହରର ଫିଲ୍ମର ସୁଟ କରିବାରେ ବ୍ୟସ୍ତ । ତାଙ୍କ ଏହି ସଟ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଅଭିନବ ଶୁକ୍ଲା । ଯାହାର ଟାଇଟଲ ‘ଡୁ ନଟ ଡ୍ରିମ’ ରଖାଯାଇଛି ।

‘ଡୁ ନଟ ଡ୍ରିମ’ ଏକ ଝିଅର କାହାଣୀ, ଯିଏ କୋରୋନା ଭାଇରସ ପାଇଁ ଲକଡାଉନ ସମୟରେ ଘରେ ଏକୁଟିଆ ଥାଏ । ଆଉ ଭୟାନକ ସ୍ବପ୍ନ ଦେଖୁଥାଏ ।

ନିର୍ମାତାଙ୍କ କହିବା ଅନୁଯାୟୀ ଫିଲ୍ମର ସୁଟିଂ ସମୟରେ ସମସ୍ତ ନିର୍ଦ୍ଦେଶନାମା ପାଳନ କରାଯାଇଛି, ଫିଲ୍ମଟି କବିତାଙ୍କ ଘରେ ସୁଟିଂ କରାଯାଇଛି । କବିତାଙ୍କ ସ୍ବାମୀ ରୋନିତ ବିଶ୍ବାସ ମଧ୍ୟ ଏହି ସଟ ଫିଲ୍ମର ସହ-ନିର୍ମାତା ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.