ETV Bharat / sitara

ବୟଫ୍ରେଣ୍ଡଙ୍କ ସହ ଏନଜୟ କରୁଛନ୍ତି ଅଙ୍କିତା

ଭାଇରାଲ ହେଲା ଅଙ୍କିତାଙ୍କ ନୂଆ ଫଟୋ । ବିକ୍କୀଙ୍କ କୋଳରେ ବସି ଉଠାଇଲେ ଫଟୋ । ପୂର୍ବରୁ ମଧ୍ୟ କରିସାରିଛନ୍ତି ଅନେକ ପୋଷ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
author img

By

Published : Nov 12, 2020, 8:59 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ବାରମ୍ବାର ନ୍ୟାୟ ଦାବି କରିଆସୁଥିଲେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭିର ଫେମସ ହିରୋଇନ ଅଙ୍କିତା ଲୋଖଣ୍ଡେ । ଯାହାକୁ ନେଇ ତାଙ୍କର ଖୁବ୍ ଚର୍ଚ୍ଚା ହୋଇଥିଲା । ହେଲେ ଏବେ ସେ ଆଉ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ କୌଣସି ପୋଷ୍ଟ କରୁନାହାଁନ୍ତି ବରଂ କଥିତ ବୟଫ୍ରେଣ୍ଡ ବିକ୍କୀ ଜୈନଙ୍କ ସହ ନିଜର ସୁନ୍ଦର ସୁନ୍ଦର ଫଟୋ ସେୟାର କରିବାରେ ଲାଗିଛନ୍ତି । ଏମିତି କିଛି ଏବେ ଦେଖିବାକୁ ମିଳୁଛି ।

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ବିକ୍କୀଙ୍କ ସହ ନିଜର ରୋମାଣ୍ଟିକ ଫଟୋ ସେୟାର କରି ଲେଖିଛନ୍ତି, ‘ମାଇଁ ବେବି ଇଜ୍ ହିୟର । @ବିକ୍କୀଜୈନ ।’ ଫଟୋରେ ଏହି ଯୋଡି କ୍ୟାମେରାକୁ ଦେଖ ସ୍ମାଇଲ କରୁଥିବାର ନଜର ଆସୁଛନ୍ତି । ସେହିପରି ରୋମାଣ୍ଟିକ ଅନ୍ଦାଜରେ ବିକ୍କୀଙ୍କ କୋଳରେ ବସିଛନ୍ତି ଅଙ୍କିତା ।

ପ୍ରକାଶ ଥାଉକି, ନିକଟରେ ଅଙ୍କିତା ନିରାଶ ହୋଇପଡିଥିଲେ । କାରଣ ତାଙ୍କ ପିତା ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହା ପାଇଁ ସେ ଏକ ଇମୋଶନାଲ ଭରା ପୋଷ୍ଟ ମଧ୍ୟ କରି ପିତାଙ୍କ ସେବା ଜୀବନସାରା କରିବେ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.