ETV Bharat / sitara

କାନ୍ସ ପାଇଁ 10 ଦିନରେ 5 କେଜି ଓଜନ କମାଇଲେ କଙ୍ଗନା

author img

By

Published : May 16, 2019, 11:48 AM IST

କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି ବଲିଉଡ କୁଇନ କଙ୍ଗନା ରଣାୱତ । ରେଡ କାର୍ପେଟରେ ଧମାଲ କରିବା ପାଇଁ 10 ଦିନରେ ପ୍ରାୟ 5 କେଜି ଓଜନ କମ କରିଛନ୍ତି କଙ୍ଗନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/team_kangana_ranaut

ହାଇଦ୍ରାବାଦ: କଙ୍ଗନା ରଣାୱତ ଏ ବର୍ଷ କାନ୍ସ ପାଇଁ କାଫି ଉତ୍ସାହିତ ଅଛନ୍ତି । ନିଜ ଫିଟନେସକୁ ଗୁରୁତ୍ବ ଦେଇଛନ୍ତି ଏଥର କଙ୍ଗନା । ଗତବର୍ଷ କାନ୍ସରେ କଙ୍ଗନା ଜବରଦସ୍ତ ଏଣ୍ଟ୍ରି ମାରିଥିଲେ । ତେବେ ଏବର୍ଷ ମଧ୍ୟ ସେହିପରି କିଛି ଇରାଦା ଅଛି କଙ୍ଗନାଙ୍କର । ସେଥିପାଇଁ 10 ଦିନରେ ପ୍ରାୟ 5 କେଜି ଓଜନ କମାଇଛନ୍ତି କଙ୍ଗନା ।

kangana ranwat

ତେବେ ୱାର୍କଆଉଟ କରଥିବାରର ଏକ ଫଟୋ ସେୟାର କରିଛନ୍ତି କଙ୍ଗନାଙ୍କ ସୋସିଆଲ ମିଡିଆ ଟିମ । ଅନ୍ୟ ଏକ ଫଟୋ ରେ କଙ୍ଗନାଙ୍କ ବିଫୋର-ଆଫ୍ଟର ଲୁକ ଦେଖିବାକୁ ମିଳିଛି । ରେଡ କାର୍ପେଟରେ ନିଜକୁ ଫିଟ କରିବା ପାଇଁ ଏପରି ଟ୍ରାନ୍ସଫରମେସନ ଆଣିଛନ୍ତି କଙ୍ଗନା ।

ତେବେ କଙ୍ଗନା ସେଲିବ୍ରିଟୀ କୋଚ ଯୋଗେଶ ଭଟେଜଙ୍କଠୁ ଟ୍ରେନିଂ ନଉଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷେ କାନ୍ସ ଫେଷ୍ଟିଭାଲ ଆରମ୍ଭ ହୋଇସାରିଛି । ପ୍ରାୟ 12 ଦିନ ଧରି ଚାଲିବ ଏହି ଫେଷ୍ଟ ।

ପୂର୍ବଥର କଙ୍ଗନାଙ୍କ ଲୁକ କାଫି ହଟ ଥିଲା । ଏବର୍ଷ ବି ଆଶା କରାଯାଉଛି କଙ୍ଗନା ପୁଣି ବୋଲ୍ଟ ଲୁକରେ ନଜର ଆସିବେ ।

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.