ETV Bharat / sitara

ମାର୍ଭେଲ ଆଭେଞ୍ଜର୍ସର ଭିଡିଓ ଗେମ ଟ୍ରେଲର ଆଉଟ

ଆଭେଞ୍ଜର୍ସ ଏଣ୍ଡଗେମ ପରେ ଆସିଛି ମାର୍ଭେଲ ଆଭେଞ୍ଜର୍ସ ଭିଡିଓ ଗେମ । ବର୍ତ୍ତମାନ ଦର୍ଶକ କେବଳ ଆଭେଞ୍ଜର୍ସ ଦେଖିବେନି ବରଂ ଖେଳିବେ । ନିଜେ ପ୍ଲେୟାର ହୋଇ ଖରାପ ଶକ୍ତି ସହ କରିବେ ଫାଇଟ ।

author img

By

Published : Jun 11, 2019, 3:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଆଭେଞ୍ଜର୍ସ ଏଣ୍ଡ ଗେମର ସଫଳତା ପରେ ଶେଷରେ ଆସିଛି ଆଭେଞ୍ଜର୍ସ ଭିଡିଓ ଗେମ । ସିନେମାଟିକ କାହାଣୀ ସହ ସିଙ୍ଗଲ ପ୍ଲେୟାର ଓ କୋ-ଅପରେଟିଭ ଗେମପ୍ଲେ ଉପଲବ୍ଧ ହେବ ।

ଭିଡିଓ ସୌଜନ୍ୟ: ୟୁଟ୍ୟୁବ

ଭିଡିଓ ଗେମଟି ସିଭିଲ ୱାର କମିକ ବୁକ କାହାଣୀକୁ ନେଇ ତିଆରି ହୋଇଥିବା ବେଳେ ସୁପରହିରୋ ମାନଙ୍କୁ ବିଳାଶମୟ ଭାବରେ ଅନୁପ୍ରେଣିତ କରାଯାଇଛି । ଭିଡିଓ ଗେମକୁ ସନ ଫ୍ରାନ୍ସସିସ୍କୋରେ ଥିବା ଆଭେଞ୍ଜର୍ସ ହେଡ କ୍ବାଟର୍ସରେ ଲଞ୍ଚ କରାଯାଇଛି ।

କାହାଣୀରେ ଏକ ମୌଳିକ ଉର୍ଜାର ଉତ୍ସ ଆଭେଞ୍ଜର୍ସଙ୍କ କବଜାରେ ଥାଏ ଯାହାକୁ ଖରାପ ବ୍ୟକ୍ତିମାନେ ଚୋରି କରିବାକୁ ଚେଷ୍ଟା କରନ୍ତି । ତେବେ ପ୍ରକାଶଥାଉକି, ମାର୍ଭେଲ ଖୁବ ଶୀଘ୍ର ଆଉ ଏକ ସୁପରହିରୋ ସିରିଜ ‘ସ୍ପାଇଡର ମ୍ୟାନ : ଫାର ଫ୍ରମ ହୋମ’ନେଇ ଆସୁଛି । ଏହା ମାର୍ଭେଲର ଶେଷ ସ୍ପାଇଡର ମ୍ୟାନ ସିରିଜ ।

Intro:Body:

htrj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.