ETV Bharat / sitara

କଙ୍ଗନାଙ୍କ ଅଫିସ ଭାଙ୍ଗିବା ଘଟଣା, ଆସନ୍ତାକାଲି ହେବ ଶୁଣାଣି - ବିଏମସି ବିରୋଧରେ କଙ୍ଗନାଙ୍କ ମାମଲା

କଙ୍ଗନା ରଣାୱତଙ୍କ ଅଫିସ ଭାଙ୍ଗିବା ନେଇ ବିଏମସି ବିରୋଧରେ ଦାଖଲ ହୋଇଥିବା ଯାଚିକା ଉପରେ ଆସନ୍ତାକାଲି ଅର୍ଥାତ ବୁଧବାର ଶୁଣାଣି ହେବ । ଅଧିକ ପଢନ୍ତୁ..

କଙ୍ଗନାଙ୍କ ଅଫିସ ଭାଙ୍ଗିବା ଘଟଣା , ଆସନ୍ତାକାଲି ହେବ ଶୁଣାଣୀ

author img

By

Published : Sep 22, 2020, 5:33 PM IST

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଅଫିସ ଭାଙ୍ଗିବା ନେଇ ବିଏମସି ବିରୋଧରେ ଦାଖଲ ହୋଇଥିବା ଯାଚିକା ଉପରେ ଆସନ୍ତାକାଲି ଅର୍ଥାତ ବୁଧବାର ଶୁଣାଣି ହେବ । ଏହି ମାମଲାର ଶୁଣାଣି ଆଜି ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି ।

କିଛି ଦିନ ତଳେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସକୁ ବେଆଇନ ଦର୍ଶାଇ ବିଏମସି ଜେସିବି ଲଗାଇ ଭାଙ୍ଗିଥିଲା । ଏନେଇ କଙ୍ଗନା ମୁମ୍ବାଇ ହାଇକୋର୍ଟକୁ ଯିବା ପରେ କୋର୍ଟ ଏହା ଉପରେ ରହିତାଦେଶ ଲଗାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.