ETV Bharat / sitara

ମାଇକେଲ ଜ୍ୟାକ୍ସନଙ୍କ ଜନ୍ମ ବାର୍ଷିକୀରେ ଡାନ୍ସ କରି ଶ୍ରଦ୍ଧାଞ୍ଜଳି ଦେଲେ ଟାଇଗର - tiger shroff pays tribute to the king of pop michael jackson

ଆଜି ମାଇକେଲ ଜ୍ୟାକ୍ସନଙ୍କ 62ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଜ୍ୟାକସନଙ୍କ ଭଳି ନାଚୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସହିତ ଟାଇଗର ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା କିଙ୍ଗ ️। ଅଧିକ ପଢନ୍ତୁ..

tiger shroff pays tribute to the king of pop michael jackson on his birth anniversary
ମାଇକେଲ ଜ୍ୟାକ୍ସନଙ୍କ ଜନ୍ମ ବାର୍ଷିକୀରେ ଡାନ୍ସ କରି ଶ୍ରଦ୍ଧାଞ୍ଜଳି ଦେଲେ ଟାଇଗର
author img

By

Published : Aug 29, 2020, 5:07 PM IST

ନୂଆଦିଲ୍ଲୀ: ଶନିବାର ଆଇକନିକ ଗାୟକ ମାଇକେଲ ଜ୍ୟାକ୍ସନଙ୍କ ପ୍ରଶଂସକମାନେ ତାଙ୍କର 62ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି ।

ଏହି ବିଶେଷ ଉତ୍ସବରେ ଜ୍ୟାକ୍ସନଙ୍କ ସବୁଠାରୁ ବଡ ପ୍ରଶଂସକ ଭାବରେ ଜଣାଶୁଣା ବଲିଉଡ ଅଭିନେତା ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଜ୍ୟାକ୍ସନଙ୍କ ଭଳି ନାଚୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସହିତ ଟାଇଗର ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା କିଙ୍ଗ ️।

ମାଇକେଲ୍ ଙ୍କ 2009ରେ ଲସ ଏଞ୍ଜେଲସରେ 51 ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିଲା ।

ଆଗାମୀ ସମୟରେ, ଟାଇଗର ଫିଲ୍ମ ‘ରାମ୍ବୋ’ ରିମେକ୍ ରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.