ହାଇଦ୍ରାବାଦ: ତନୁଜା ଚନ୍ଦ୍ରା ନିର୍ଦ୍ଦେଶିତ ଫିଲ୍ମ ‘ଆଣ୍ଟି ସୁଧା ଆଣ୍ଟି ରାଧା’କୁ 2019 ମାଡ୍ରିଡ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଛି। ଏହାକୁ ଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ ବର୍ଗରେ ନୋମିନେଟ୍ କରାଯାଇଥିଲା । ଫିଲ୍ମଟି 86 ଓ 93 ବର୍ଷର ଦୁଇ ଆଣ୍ଟିଙ୍କ କାହାଣୀ ।
ବୃଦ୍ଧାବସ୍ଥାର ବିଶ୍ବରେ କୌଣସି ସୀମା ନଥାଏ । ଏହି ସମୟରେ ହିଁ ଜୀବନ ଉତ୍ସାହପ୍ରଦ ହୋଇଥାଏ ବୋଲି କହିଛନ୍ତି ନିର୍ଦ୍ଦେଶିକା । ଏହାଛଡା ତନୁଜା ‘ସଂଘର୍ସ’ ଓ ‘କରିବ୍ କରିବ୍ ସିଙ୍ଗଲ’ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।