ETV Bharat / sitara

ଦୀପିକାଙ୍କ ପ୍ରଶଂସା କରିବାରେ ଥକିନାହାନ୍ତି ବାହୁବଳୀ ଫେମ

author img

By

Published : Jul 19, 2019, 6:05 PM IST

ତମନ୍ନା ଭାଟ୍ଟିଆ ଫ୍ୟାନ ତାଲିକାରେ ଟପରେ ଅଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ନିକଟରେ ଏକ ଡିଜିଟାଲ ଶୋରେ ଦୀପିକାଙ୍କର ଖୁବ୍ ପ୍ରଶଂସା କରିଥିଲେ ତମନ୍ନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତମନ୍ନା ଭାଟ୍ଟିଆ

ମୁମ୍ବାଇ: 'ବାହୁବଳୀ' ଫେମ ଏବଂ ସାଉଥ ସିନେମାର ପପୁଲାର ଅଭିନେତ୍ରୀ ତମନ୍ନ ଭାଟ୍ଟିଆଙ୍କ ଫ୍ୟାନ୍ସ ସଂଖ୍ୟା ଆକାଶ ଛୁଆଁ । ସୋସିଆଲ ମିଡିଆରେ ତାଙ୍କୁ ଅନେକ ଫ୍ୟାନ୍ସ ଫଲୋ କରନ୍ତି । କିନ୍ତୁ ତାଙ୍କ ଫ୍ୟାନ୍ସଙ୍କୁ ଏହା ଜଣାନାହିଁ କି ସେ ମଧ୍ୟ ଜଣେ ଅଭିନେତ୍ରୀଙ୍କ ବଡ ଫ୍ୟାନ ବୋଲି । ଏହି କଥାର ଖୁଲାସା ସେ ନିଜେ ଏକ ଟିଭି ଶୋରେ କରିଥିଲେ ।

ତମନ୍ନାଙ୍କ ଫେଭରେଟ ଅଭିନେତ୍ରୀ ହେଲେ ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ । ନିକଟରେ ସେ ଡିଜିଟାଲ ଶୋ 'ଭାନିଟି ଡାଏରିଟିଜ'ରେ ଯୋଗ ଦେଇଥିଲେ । ଆଉ କହିଥିଲେ କି ଦୀପିକାଙ୍କ ଏକ୍ସପେରିମେଣ୍ଟାଲ ସ୍ବଭାବ ତାଙ୍କୁ ଖୁବ୍ ପସନ୍ଦ । ବଲିଉଡରେ ତାଙ୍କୁ ଦୀପିକା ବେଶ ପସନ୍ଦ । ତାଙ୍କ ଆଖି ବହୁତ ସୁନ୍ଦର ଆଉ ସେ ତାଙ୍କ ଏକ୍ସପେରିମେଣ୍ଟାଲ ସ୍ବଭାବକୁ ପସନ୍ଦ କରିବା ସହ ସବୁଜିନିଷରେ ତାଙ୍କର ଯେପିରି ଦୃଷ୍ଟିକୋଣ ତାହା ତାଙ୍କୁ ଖୁବ୍ ଆକୃଷ୍ଟ କରେ ବୋଲି କହିଥିଲେ ତମନ୍ନା ।

କେବଳ ବଲିଉଡ ନୁହେଁ ସେ ହଲିଉଡର ପସନ୍ଦୀୟ କଳାକାରଙ୍କ ବିଷୟରେ ମଧ୍ୟ କଥାବାର୍ତ୍ତା ହୋଇ କହିଥିଲେ ତାଙ୍କୁ ହଲିଉଡର ମେରିଲ ଷ୍ଟ୍ରିପ ଭଲ ଲାଗନ୍ତି । ତାଙ୍କ ଅଭିନୟର ଦିୱାନୀ ସେ। ପ୍ରକାଶ ଥାଉକି କି ତମନ୍ନା ଖୁବଶୀଘ୍ର ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ସହ 'ବୋଲେ ଚୁଡିୟାଂ'ରେ ନଜର ଆସିବେ। ଯାହାର ସୁଟିଂରେ ଲାଗିପଡିଛନ୍ତି ତମନ୍ନା।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.