ETV Bharat / sitara

ମିତାଲି ରାଜଙ୍କ ବାୟୋପିକ୍ 'ସାବାସ ମିଥୁ' ପାଇଁ ପ୍ରସ୍ତୁତି ଆରମ୍ଭ କଲେ ତାପସୀ - taapsee-starts-training-for-mithali-rajs-biopic

ଭାରତୀୟ କ୍ରିକେଟର ମିତାଲି ରାଜଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରାଯାଉଛି, ଯାହାର ନାମ 'ସାବାସ ମିଥୁ' । ଏହି ବାୟୋପିକରେ ତାପସୀ ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ, ଯେଉଁଥିପାଇଁ ସେ ଟ୍ରେନିଂ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

taapsee-pannu-starts-training-for-mithali-rajs-biopic-shabaash-mithu
ମିତାଲି ରାଜଙ୍କ ବାୟୋପିକ୍ 'ଶାବାଶ ମିଠୁ' ପାଇଁ ପ୍ରସ୍ତୁତି ଆରମ୍ଭ କଲେ ତାପସୀ
author img

By

Published : Jan 28, 2021, 5:30 PM IST

ମୁମ୍ବାଇ: ଭାରତୀୟ କ୍ରିକେଟର ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ 'ସାବାସ ମିଥୁ'ରେ ଅଭିନେତ୍ରୀ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ବାୟୋପିକରେ ତାପସୀ ମିତାଲି ରାଜଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ସେ ଟ୍ରେନିଂ ଆରମ୍ଭ କରିଛନ୍ତି ।

ସୋସିଆଲ ମିଡିଆରେ ତାପସୀ ଏହି ସୂଚନା ଦେଇଛନ୍ତି । ତାପସୀ ନିଜ ହାତରେ ଏକ ବ୍ୟାଟ୍ ଧରି ଟ୍ବିଟରରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ।

ଫଟୋ ସହିତ ତାପସୀ ଟ୍ବିଟ କରି କହିଛନ୍ତି, 'ମୁଁ ବଲ୍ ଏବଂ ବ୍ୟାଟ୍ ସହିତ ରୋମାନ୍ସ କରିବା ଆରମ୍ଭ କରିଛି । ଯିବାକୁ ବହୁତ ଦୂର ବାଟ ଅଛି କିନ୍ତୁ ଏହା ଏକ ଭଲ ଆରମ୍ଭ । ପ୍ରାୟ ଅଧା କାମ ସରିଯାଇଛି । ଏହି ଫିଲ୍ମ ଆମର କ୍ୟାପଟେନ କୁଲ୍ ମିତାଲି ରାଜ ଏବଂ ତାଙ୍କ ମହିଳା କ୍ରିକେଟ୍ ଟିମ ପାଇଁ ।

ଫିଲ୍ମ 'ସାବାସ ମିଥୁ' ରାହୁଲ ଢୋଲକିଆ ନିର୍ଦ୍ଦେଶନା ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ତାପସୀଙ୍କୁ ଫିଲ୍ମ 'ରଶ୍ମୀ ରକେଟ୍' ଏବଂ 'ହସିନା ଦିଲରୁବା' ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.