ETV Bharat / sitara

‘ଥାପଡ’ ଟ୍ରେଲରକୁ ବ୍ୟାନ କରିବାକୁ ତାପସୀଙ୍କ ଅପିଲ

ଚଳିତ ମାସ 28ରେ ରିଲିଜ ହେବାକୁ ପ୍ରସ୍ତୁତ ଅନୁଭବ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ଥାପଡ’। ଏବେ ରିଲିଜ ହୋଇଯାଇଛି ଫିଲ୍ମର ଦ୍ବିତୀୟ ଟ୍ରେଲର । କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ପ୍ରଥମ ଟ୍ରେଲର । ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ।

author img

By

Published : Feb 12, 2020, 8:17 PM IST

taapsee pannu
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ତାପସୀ ପନ୍ନୁଆଙ୍କ ଆଗାମୀ ଫିଲ୍ମ ‘ଥାପଡ’ ଟ୍ରେଲର ରିଲିଜ ପରେ ସବୁ ମହଲରେ ଏକ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଫିଲ୍ମର ଦ୍ବିତୀୟ ଟ୍ରେଲର ମଧ୍ୟ ଜାରି କରିଦେଇଛନ୍ତି ମେକର୍ସ । ହେଲେ ଏହି ଟ୍ରେଲରେ ଏମିତି ଏକ ଜିନିଷ ନଜର ଆସୁଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଟ୍ରେଲରରେ ତାପସୀ ସମାଜକୁ ଘରୋଇ ହିଂସା ବିରୋଧକୁ ନସହିବାକୁ କହିଥିବା ବେଳେ ଫିଲ୍ମ ଟ୍ରେଲରକୁ ବ୍ୟାନ କରିବା ପାଇଁ ରିପୋର୍ଟ କରିବାର ଦାବି କରିଛନ୍ତି।

ଟ୍ରେଲରରେ ତାପସୀ ଦର୍ଶକ ୟୁଟ୍ୟୁବରେ ଏହି ହିଂସା କଣ୍ଟେଟକୁ ଅଧିକ ସଂଖ୍ୟାରେ ରିପୋର୍ଟ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି । ଭିଡିଓରେ ସେ ଏହା କହୁଥିବାର ନଜର ଆସୁଛନ୍ତି କି ଏହାକୁ ଏତେ ରିପୋର୍ଟ କରନ୍ତୁ, ଯାହାଦ୍ବାରା ଏହି ଟ୍ରେଲର ଦୁନିଆର ସବୁଠାରୁ ରିପୋର୍ଟେଡ ଟ୍ରେଲର ହୋଇଯାଉ। ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ ଏପରି ଭିଡିଓରେ କୌଣସି ସ୍ଥାନରେ ରହିବା କଥା ନୁହେଁ । ଆପଣ ମଧ୍ୟ ଦେଖନ୍ତୁ ଭିଡିଓ...

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ତାପସୀଙ୍କ ସହ ଏହି ଫିଲ୍ମରେ ରତ୍ନା ପାଠକ, ମାନବ କୌଲ, ଦିୟା ମିର୍ଜା, ତନବୀ ଆଜମୀ ଓ ରାମ କପୁର ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ । ଅନୁଭବ ସିହ୍ନା ଓ ଭୂଷଣ କୁମାରଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମ ଏମାସ 28 ତାରିଖରେ ରିଲିଜ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.